ଗାନ୍ଧି ପରିବାର ସଦସ୍ୟଙ୍କର ହଟିଲା ଏସ୍‌ପିଜି ସୁରକ୍ଷା

ନୂଆଦିଲ୍ଲୀ: ଗାନ୍ଧି ପରିବାର ସଦସ୍ୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବେନି ଏସ୍‌ପିଜି ଯବାନ। ଏହି ସମ୍ଭ୍ରାନ୍ତ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ବଳରେ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍‌ ପକ୍ଷରୁ ‘ଜେଡ୍‌ ପ୍ଲସ୍‌’ ଯୋଗାଇଦିଆଯିବ। ସୁରକ୍ଷା ବ୍ୟବସ୍ଥାର ପୁର୍ନନିର୍ଦ୍ଧାରଣ କରାଯିବା ଅବସରରେ କେନ୍ଦ୍ର ସରକାର ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌ (ଏସ୍‌ପିଜି) ସୁରକ୍ଷା ହଟାଇବାକୁ ନିଷ୍ପତ୍ତି ନେଇଥିବା […]

gandhi

gandhi

Subrat Kumar Nayak
  • Published: Friday, 08 November 2019
  • Updated: 08 November 2019, 04:25 PM IST

Sports

Latest News

ନୂଆଦିଲ୍ଲୀ: ଗାନ୍ଧି ପରିବାର ସଦସ୍ୟ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସୁରକ୍ଷା ପାଇଁ ଆଉ ନିୟୋଜିତ ହେବେନି ଏସ୍‌ପିଜି ଯବାନ। ଏହି ସମ୍ଭ୍ରାନ୍ତ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଏହା ବଳରେ ସର୍ବଭାରତୀୟ ସ୍ତରରେ ବର୍ତ୍ତମାନ ଗାନ୍ଧି ପରିବାରକୁ ସିଆରପିଏଫ୍‌ ପକ୍ଷରୁ ‘ଜେଡ୍‌ ପ୍ଲସ୍‌’ ଯୋଗାଇଦିଆଯିବ। ସୁରକ୍ଷା ବ୍ୟବସ୍ଥାର ପୁର୍ନନିର୍ଦ୍ଧାରଣ କରାଯିବା ଅବସରରେ କେନ୍ଦ୍ର ସରକାର ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌ (ଏସ୍‌ପିଜି) ସୁରକ୍ଷା ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସୋନିଆଙ୍କ ସ୍ୱାମୀ ରାଜୀବ ଗାନ୍ଧୀ ଏବଂ ଶାଶୁ ଇନ୍ଦିରା ଗାନ୍ଧି ଉଭୟଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story