ସିଆରପିଏଫ ଅଧିକାରୀଙ୍କ ଉପରେ ଗ୍ରେନେଡ ଆକ୍ରମଣ, ୨ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗ୍ରେନେଡ ଜରିଆରେ ସିଆରପିଏଫ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସିଆରପିଏଫ ଯବାନ ଲାଲଚୌକ ନିକଟରେ ଥିବା ସି-୧୭୧ ବାଟାଲିୟନ ନିକଟରେ ନିୟୋଜିତ ଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଗ୍ରେନେଡ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଦୁଇ ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। Central Reserve Police Force (CRPF): A grenade was lobbed upon the deployed troops of C/171 Bn CRPF […]

Grenade Attack On Crpf Troops In Srinagar

Subhransu Sekhar
  • Published: Sunday, 02 February 2020
  • Updated: 02 February 2020, 03:20 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀର ଶ୍ରୀନଗରରେ ଆତଙ୍କବାଦୀ ମାନେ ଗ୍ରେନେଡ ଜରିଆରେ ସିଆରପିଏଫ ଅଧିକାରୀଙ୍କ ଉପରେ ଆକ୍ରମଣ କରିଛନ୍ତି। ସିଆରପିଏଫ ଯବାନ ଲାଲଚୌକ ନିକଟରେ ଥିବା ସି-୧୭୧ ବାଟାଲିୟନ ନିକଟରେ ନିୟୋଜିତ ଥିବା ବେଳେ ଆତଙ୍କବାଦୀଙ୍କ ପକ୍ଷରୁ ଗ୍ରେନେଡ ମାଡ଼ କରାଯାଇଥିଲା। ଏହି ଆକ୍ରମଣରେ ଦୁଇ ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ସୁରକ୍ଷାଅଧିକାରୀ ସମସ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେଶନ କରୁଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଆରପିଏଫ ଆଇଜି କହିଛନ୍ତି, ରବିବାର ବଜାରରେ ଲୋକଙ୍କ ଗହଳି ଥିଲା। ଏହି ସମୟରେ ଗ୍ରେନେଡ ଜରିଆରେ ଆକ୍ରମଣ ହୋଇଛି। ଯେଉଁମାନେ ଏହି ସବୁ କାମ କରିଛନ୍ତି, ସ୍ଥାନୀୟ ଲୋକଙ୍କୁ ଭୟଭୀୟ କରାଇବା ତାଙ୍କର ଲକ୍ଷ୍ୟ ଥିଲା। ଏହାଦ୍ୱାରା ଘାଟିରେ ଅଶାନ୍ତି ସୃଷ୍ଟି କରି ହେବ ବୋଲି ସେମାନଙ୍କର ଲକ୍ଷ୍ୟ ଥିଲା ବୋଲି ଆଇଜି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story