ଟିକେଟ୍‌ ମାଗିବାରୁ ଟିଟିଇଙ୍କୁ ପିଟିଲେ ଜିଆରପି ଏଏସ୍ଆଇ

ପାଟଣା: ଟ୍ରେନ୍‌ର ଏସି ବଗି ଭିତରେ ସିଟ୍ କବ୍‌ଜା କରି ବିନା ଟିକେଟରେ ଯାତ୍ରା କରୁଥିଲେ ଜିଆରପି ଏଏସ୍‌ଆଇ। ବରିଷ୍ଠ ଟିଟିଇ ଟିକେଟ ମାଗିବାରୁ ନିଜର ଦାଦାଗିରି ଦେଖାଇ ତାଙ୍କୁ ନିସ୍ତୁକ ପିଟିଛନ୍ତି ଏହି ପୁଲିସ ବାବୁ। ଏହି ଘଟଣା ମୁଙ୍ଗେର-ଦାନାପୁର ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଘଟିଛି। ଅଭିଯୁକ୍ତ ସବ୍ ଇନ୍ସପେକ୍ଟର ବିନା ଟିକେଟରେ ଏସି କୋଚ୍‌ରେ ଯାଉଥିଲେ। ତାଙ୍କ ନାମ ସୁନିଲ କୁମାର ସିଂହ। ସେ ବଖତିଆରପୁର GRP ପୁଲିସ ଷ୍ଟେସନରେ ନିଯୁକ୍ତ ଅଛନ୍ତି। ବିନା […]

TTE

TTE

Niranjan Mishra
  • Published: Thursday, 07 July 2022
  • Updated: 07 July 2022, 02:28 PM IST

Sports

Latest News

ପାଟଣା: ଟ୍ରେନ୍‌ର ଏସି ବଗି ଭିତରେ ସିଟ୍ କବ୍‌ଜା କରି ବିନା ଟିକେଟରେ ଯାତ୍ରା କରୁଥିଲେ ଜିଆରପି ଏଏସ୍‌ଆଇ। ବରିଷ୍ଠ ଟିଟିଇ ଟିକେଟ ମାଗିବାରୁ ନିଜର ଦାଦାଗିରି ଦେଖାଇ ତାଙ୍କୁ ନିସ୍ତୁକ ପିଟିଛନ୍ତି ଏହି ପୁଲିସ ବାବୁ। ଏହି ଘଟଣା ମୁଙ୍ଗେର-ଦାନାପୁର ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଘଟିଛି। ଅଭିଯୁକ୍ତ ସବ୍ ଇନ୍ସପେକ୍ଟର ବିନା ଟିକେଟରେ ଏସି କୋଚ୍‌ରେ ଯାଉଥିଲେ। ତାଙ୍କ ନାମ ସୁନିଲ କୁମାର ସିଂହ। ସେ ବଖତିଆରପୁର GRP ପୁଲିସ ଷ୍ଟେସନରେ ନିଯୁକ୍ତ ଅଛନ୍ତି।

ବିନା ଟିକେଟରେ କିପରି ଯାଉଛ ବୋଲି କହିବାରୁ ବରିଷ୍ଠ ଟିଟିଇଙ୍କୁ ସେ ନିସ୍ତୁକ ପିଟିଛନ୍ତି। ଯାହାର ଭିଡ଼ିଓ ଭାଇରାଲ ହୋଇଛି। ବିହାର ସରକାରୀ ରେଲୱେ ପୁଲିସ୍‌ର ଏହି ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କ ଗୁଣ୍ଡାଗିରିକୁ ନେଇ ସମାଲୋଚନା ଆରମ୍ଭ ହୋଇଛି।

ଟିଟିଇ ଟିକେଟ୍ ନ କରି ଏଭଳି ଯାତ୍ରା କରିବା ଠିକ୍ ନୁହେଁ ବୋଲି କହିବାରୁ ସେ ବଖତିଆରପୁର ଷ୍ଟେସନରେ ଟ୍ରେନ୍ ଅଟକାଇ ଦେଇଥିଲେ। ପରେ ସେଠାରେ ଥିବା ଅନ୍ୟ ଜିଆରପି ଯବାନଙ୍କୁ ଡାକି ଟିଟିଇ ଦିନେଶ କୁମାର ସିଂହଙ୍କୁ ନିସ୍ତୁକ ପିଟିଥିଲେ।

ଟିଟିଇଙ୍କ କହିବା କଥା, ଏହି ସିଟ୍ ଯାହା ନାମରେ ବୁକ୍ ଥିଲା ସେ ପହଞ୍ଚିବାରୁ ସମ୍ପୃକ୍ତ ଜିଆରପି ଅଧିକାରୀଙ୍କୁ ସ୍ଥାନ ଛାଡ଼ିବାକୁ କହିଥିଲେ। ଯାହା ପରେ ଏହି ଜିଆରପି ଅଧିକାରୀ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହି ଘଟଣା ନେଇ ବଖତିଆରପୁର ଏବଂ ମୋକାମା ଜିଆରପି ଥାନାରେ ସେ ଅଭିଯୋଗ କରିଥିଲେ। ହେଲେ ଏଠାରେ ତାଙ୍କ  ଏତଲା ଗ୍ରହଣ କରାଯାଇ ନ ଥିଲା।

ତେଣେ ଏହି ଘଟଣାରେ ଗୁରୁତର ହୋଇ ସେ ମୋକାମାର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣାର ଚିତ୍ରକୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ନିଜ ମୋବାଇଲ ଦ୍ୱାରା ଉତ୍ତୋଳନ କରିଥିଲେ। ପରେ ଏହା ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି।

https://twitter.com/manishndtv/status/1544944871097929728?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1544944871097929728%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fndtv.in%2Fbihar-news%2Fvideo-grp-asi-assults-tte-while-asking-for-tain-ticket-in-bihar-3135669

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story