ନୂଆଦିଲ୍ଲୀ: ପଞ୍ଚାବ ଗୁରୁଦାସପୁରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ପ୍ରମାଣ ମିଳିଛି। ଏହି ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନ ନିର୍ମିତ ସାମଗ୍ରୀ ମିଳିଛି। ଏହି ୩ ଆତଙ୍କବାଦୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ଏହି ପ୍ରମାଣ ପାଇଛନ୍ତି । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଆତଙ୍କୀଙ୍କ ହାତରୁ ଯେଉଁ ସାମଗ୍ରୀ ମିଳିଛି ସେଥିରେ ମେଡ୍ ଇନ୍ ପାକିସ୍ତାନ ଲେଖା ରହିଛି । ଏଥିରୁ ସ୍ପଷ୍ଟ ଭାବ ପ୍ରମାଣିତ ହେଉଛି ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ନାଇଟ୍ ଭିଜନ୍ ଡିବାଇସରେ ବର୍ନିଂ ଓ ୟୁଏସ ସରକାରଙ୍କ ପ୍ରପଟିର ମାର୍କ ଲଗିଛି।
ପ୍ରାଥମିକ ତଦନ୍ତରୁ ଏହା ଅନୁମାନ କରାଯାଉଛି ଯେ, ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଠାରୁ ଏହି ଡିଭାଇସ୍ ଆତଙ୍କୀ ମାନଙ୍କୁ ମିଳିଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।
National
ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ
ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ
ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍ ଅଫିସରଙ୍କୁ ଡ୍ୟୁଟିରୁ ହଟାଯାଇଛି।
Viral
କଲେଜ ଛାତ୍ରଙ୍କୁ ପ୍ରବଳ ପିଟିଲେ, ପଶୁଙ୍କ ଭଳି ଗାଲକୁ କାମୁଡ଼ି ଦେଲେ: ଭିଡିଓ ଭାଇରାଲ
ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି।