ସାମ୍ବାଦିକ ହରିବଂଶ ପୁଣି ହେଲେ ରାଜ୍ୟସଭାର ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ଜେଡିୟୁର ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ତାଙ୍କୁ ନିର୍ବାଚିତ କରାଯାଇଛି। ବିଜେପି ଅଧ୍ୟକ୍ଷ ତଥା ଗୃହର ସଦସ୍ୟ ଜେପି ନଡ୍ଡା ହରିବଂଶଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଥୱରଚନ୍ଦ ଗେହଲଟ୍ ସମର୍ଥନ ଦେଇଥିଲେ। ଏନଡିଏ ପ୍ରାର୍ଥୀ ଭାବେ ସେ ବିଜୟ ଲାଭ କରିଛନ୍ତି। ଏହି ପଦବୀ ପାଇଁ ହରିବଂଶଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ମନୋଜ ଝା’ଙ୍କୁ ପ୍ରାର୍ଥୀ କରାଯାଇଥିଲା। ମନୋଜ ଆରଜେଡି ଦଳର ସଦସ୍ୟ। […]

JDU

JDU

Subrat Kumar Nayak
  • Published: Monday, 14 September 2020
  • Updated: 14 September 2020, 06:04 PM IST

ନୂଆଦିଲ୍ଲୀ: ଜେଡିୟୁର ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ତାଙ୍କୁ ନିର୍ବାଚିତ କରାଯାଇଛି। ବିଜେପି ଅଧ୍ୟକ୍ଷ ତଥା ଗୃହର ସଦସ୍ୟ ଜେପି ନଡ୍ଡା ହରିବଂଶଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଥୱରଚନ୍ଦ ଗେହଲଟ୍ ସମର୍ଥନ ଦେଇଥିଲେ। ଏନଡିଏ ପ୍ରାର୍ଥୀ ଭାବେ ସେ ବିଜୟ ଲାଭ କରିଛନ୍ତି।

ଏହି ପଦବୀ ପାଇଁ ହରିବଂଶଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ମନୋଜ ଝା’ଙ୍କୁ ପ୍ରାର୍ଥୀ କରାଯାଇଥିଲା। ମନୋଜ ଆରଜେଡି ଦଳର ସଦସ୍ୟ। ହରିବଂଶ ମୂଳତଃ ଉତ୍ତରପ୍ରଦେଶରୁ ହୋଇଥିଲେ ହେଁ ଉଭୟ ହରିବଂଶ ଏବଂ ମନୋଜ ବିହାରରୁ ରାଜ୍ୟସଭା ସାଂସଦ ଅଛନ୍ତି। ସେ ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ଦିନ ଧରି କାମ କରିଛନ୍ତି।

https://twitter.com/PMOIndia/status/1305476162047610882?s=20

ହରିବଂଶ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷଭାବେ ନିର୍ବାଚିତ ହେବାପରେ ତାଙ୍କୁ ବିଭିନ୍ନ ଦଳର ନେତା ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ହରିବଂଶ ଗୃହରେ ନିରପେକ୍ଷତା ଅବଲମ୍ବନ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story