ଓଃ କି ଗରମ! ଭଗବାନଙ୍କ ଦେହରୁ ବି ବାହାରୁଛି ଝାଳ

ପାଟନା: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ମଧ୍ୟ ଏବେ ପ୍ରଚଣ୍ଡ ଖରା ହେଉଛି। ଲୋକେ ତ ଲୋକେ, ଏବେ ସେଠି କୁଆଡ଼େ ଭଗବାନ ବି ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଶୁଣିବାକୁ ମିଳିଛି, ସେଠାକାର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ମନ୍ଦିରର ପୂଜକ ଏହି ଦାବି କରିଛନ୍ତି। ମନ୍ଦିରର ପୂଜକ କହିଛନ୍ତି, ଭଗବାନ ଗଣେଶଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ତାଙ୍କ ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଉଛି। ତା’ସହିତ […]

lordganesh2

lordganesh2

Jitendra Garnayak
  • Published: Thursday, 06 June 2019
  • Updated: 06 June 2019, 06:02 PM IST

Sports

Latest News

ପାଟନା: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ମଧ୍ୟ ଏବେ ପ୍ରଚଣ୍ଡ ଖରା ହେଉଛି। ଲୋକେ ତ ଲୋକେ, ଏବେ ସେଠି କୁଆଡ଼େ ଭଗବାନ ବି ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଶୁଣିବାକୁ ମିଳିଛି, ସେଠାକାର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି। ମନ୍ଦିରର ପୂଜକ ଏହି ଦାବି କରିଛନ୍ତି।

ମନ୍ଦିରର ପୂଜକ କହିଛନ୍ତି, ଭଗବାନ ଗଣେଶଙ୍କୁ ପ୍ରବଳ ଗରମରୁ ରକ୍ଷା କରିବା ପାଇଁ ତାଙ୍କ ଶରୀରରେ ଚନ୍ଦନର ପ୍ରଲେପ ଦିଆଯାଉଛି। ତା’ସହିତ ତାଙ୍କ ସମ୍ମୁଖରେ ଦୁଇଟି ପଙ୍ଖା ରଖାଯାଇଛି। ସେହିପରି ଗରମକୁ ଦୃଷ୍ଟିରେ ରଖି ତାଙ୍କ ପାଇଁ ସ୍ୱତନ୍ତ୍ର ବସ୍ତ୍ର ତିଆରି କରାଯାଇଛି।

ganesh1ଏହି ମନ୍ଦିର ସହିତ ଭଗବାନ ଶ୍ରୀରାମଙ୍କ ସଂପର୍କ ରହିଛି। ସେହିପରି ଗୟାରେ ହେଉଥିବା ବିଶ୍ୱପ୍ରସିଦ୍ଧ ପିତୃପକ୍ଷ ମେଳାର ଦ୍ୱିତୀୟ ଦିନରେ ଏଠାରେ ପିଣ୍ଡଦାନ କରାଯାଏ। କୁହାଯାଏ, ଭଗବାନ ଶ୍ରୀରାମ ପିଣ୍ଡଦାନ କରିବା ପାଇଁ ଏଠାକୁ ଆସିଥିଲେ।

ganesh3ମୂର୍ତ୍ତିରୁ ଝାଳ ବାହାରିବାର ବୈଜ୍ଞାନିକ କାରଣ
ରାମଶିଲା ଠାକୁରବାଡ଼ିରେ ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରିବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହି ମୂର୍ତ୍ତିଟି ମୁଙ୍ଗା ପଥର (coral/ ଓଡ଼ିଆରେ ପୋହଳା ପଥର କୁହାଯାଏ )ରେ ତିଆରି ହୋଇଛି। ଆଉ ମୁଙ୍ଗା ପଥର ଗରମ ରହେ। ଯେତେବେଳେ ଅଧିକ ଗରମ ପଡ଼େ ଏଥିରୁ ଆପେ ଆପେ ଜଳୀୟ ଅଂଶ ବାହାରି ଆସେ। ଏହା କୌଣସି ନୂଆ ଘଟଣା ନୁହେଁ। ଗତ କିଛି ବର୍ଷ ହେଲା ଏହି ମନ୍ଦିରରେ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି।

ସୂଚନାଯୋଗ୍ୟ, ଏବେ ଗୟା ଜିଲ୍ଲାରେ ତାପାମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story