ଚୁରୁରେ ଅଗ୍ନିବର୍ଷା: ୫ ଦିନ ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଚୁରୁ ପାଲଟିଛି ଦେଶର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ପାରଦ ବିଗତ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗି ଦେଇଛି। ଶନିବାର ଚୁରୁରେ ପାରଦ ୫୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗତକାଲି ଏଠାରେ ତାପମାତ୍ରା ୪୮.୯ ଡିଗ୍ରୀ ଥିଲା। ରାଜସ୍ଥାନରେ ଗତ କିଛି ଦିନ ଧରି ଅଗ୍ନି ବର୍ଷା ହେଉଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ପାଇଁ ଏଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୦୧୬ ମେ’ ୧୯ ତାରିଖରେ […]

churu

churu

Jitendra Garnayak
  • Published: Monday, 03 June 2019
  • Updated: 03 June 2019, 11:04 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଜସ୍ଥାନର ଚୁରୁ ପାଲଟିଛି ଦେଶର ସବୁଠାରୁ ଉତ୍ତପ୍ତ ସହର। ଏଠାରେ ପାରଦ ବିଗତ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗି ଦେଇଛି।

ଶନିବାର ଚୁରୁରେ ପାରଦ ୫୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗତକାଲି ଏଠାରେ ତାପମାତ୍ରା ୪୮.୯ ଡିଗ୍ରୀ ଥିଲା।

ରାଜସ୍ଥାନରେ ଗତ କିଛି ଦିନ ଧରି ଅଗ୍ନି ବର୍ଷା ହେଉଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୫ ଦିନ ପାଇଁ ଏଠାରେ ରେଡ୍ ଆଲର୍ଟ ଜାରି କରାଯାଇଛି।

୨୦୧୬ ମେ’ ୧୯ ତାରିଖରେ ଚୁରୁରେ ତାପମାତ୍ରା ସର୍ବାଧିକ ୫୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ହେଲେ ଚଳିତ ବର୍ଷ ଏ ରେକର୍ଡ ଭାଙ୍ଗି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story