ଜୁନ୍‌ ୩୦ ଯାଏ ଏହି ରାଜ୍ୟ ବଢ଼ାଇ ଦେଲା ଲକଡାଉନ୍‌

ଶିମଲା: ଦେଶର ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ କରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ୫ ସପ୍ତାହ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛି। ଜୁନ୍‌ ୩୦ ଯାଏ ରାଜ୍ୟର ୧୨ଟି ଯାକ ଜିଲ୍ଲାରେ ଏହି ଲକଡାଉନ ନିୟମ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘୋଷଣା କରିଥିବା ଖବର ପ୍ରକାଶ ପାଇଥିଲେ। ତେବେ ରାଜ୍ୟ ସରକାର କେବଳ ଦୁଇଟି ଜିଲ୍ଲାରେ ଲକଡାଉନ ନିୟମକୁ ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରିଥିବା ଜାତୀୟ […]

dv

dv

Hemant Lenka
  • Published: Monday, 25 May 2020
  • Updated: 25 May 2020, 09:57 PM IST

Sports

Latest News

ଶିମଲା: ଦେଶର ପ୍ରଥମ ରାଜ୍ୟ ଭାବେ ହିମାଚଳ ପ୍ରଦେଶ କରୋନା ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା ୫ ସପ୍ତାହ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଛି। ଜୁନ୍‌ ୩୦ ଯାଏ ରାଜ୍ୟର ୧୨ଟି ଯାକ ଜିଲ୍ଲାରେ ଏହି ଲକଡାଉନ ନିୟମ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘୋଷଣା କରିଥିବା ଖବର ପ୍ରକାଶ ପାଇଥିଲେ। ତେବେ ରାଜ୍ୟ ସରକାର କେବଳ ଦୁଇଟି ଜିଲ୍ଲାରେ ଲକଡାଉନ ନିୟମକୁ ଜୁନ୍‌ ୩୦ ତାରିଖ ଯାଏ ବୃଦ୍ଧି କରିଥିବା ଜାତୀୟ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଜୁନ୍‌ ୩୦ ଯାଏ ଲକଡାଉନ ବଢ଼ିଥିବା ଜିଲ୍ଲା ଗୁଡ଼ିକ ହେଲା ହାମିରପୁର ଓ ସୋଲାନ। ଏହି ଦୁଇ ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ଥିବାରୁ ସରକାର ଏମିତି ପଦକ୍ଷେପ ନେଇଛନ୍ତି। ସେହିପରି ସ୍ଥିତକୁ ଦେଖି ଅଲଗା ଜିଲ୍ଲାଗୁଡ଼ିକ ସମ୍ପର୍କରେ ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ବର୍ତ୍ତମାନ ରାଜ୍ୟରେ ୨୧୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ମାତ୍ର ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୫ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ହାମିରପୁର ଜିଲ୍ଲାରେ ରାଜ୍ୟର ଏକ ଚତୁର୍ଥାଂଶ ମାମଲା ରେକର୍ଡ କରାଯାଇଛି।

ଏହି ସ୍ଥାନରେ ଅଧିକ କଡ଼ାକଡ଼ି ଭାବେ ଲକଡାଉନକୁ ପାଳନ କରିବା ପାଇଁ କୁହାଯାଇଛି। ହାମିରପୁରରେ ୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୋଲାନରେ ୨୧ ପଜିଟିଭ କେସ ସାମ୍ନାକୁ ଆସିଛି।

ଗୋଟିଏ ଦେଶର ବିଭିନ୍ନ ରାଜ୍ୟ ସରକାରମାନେ ଲକଡାଉନ ନୀତିକୁ କୋହଳ କରୁଥିବା ବେଳେ ହିମାଚଳ ପ୍ରଦେଶର ଦୁଇଟି ଜିଲ୍ଲାରେ ଲକଡାଉନକୁ ଜୁନ୍‌ ୩୦ ଯାଏ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଜାରି ରହିଛି। ଏହା ମେ’ ୩୧ରେ ଶେଷ ହେବ। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗକୁ ପୁଣିଥରେ ଲକଡାଉନ ବୃଦ୍ଧି କରାଯିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story