ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଶ୍ୱଶୂର ଘରେ ରହିବେ ବୋହୂ

ନୂଆଦିଲ୍ଲୀ: ପାରିବାରିକ କଳହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଘରୋଇ ହିଂସା ଅଧିନିୟମ ଅନୁଯାୟୀ ବୋହୂ ଶାଶୁ ଘରେ ରହିବେ। ସ୍ୱାମୀର ବାପା ମାଙ୍କ ଘରେ ବୋହୂ ରହିବାର ଅଧିକାର ରହିଛି। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ତରୁଣ ବାତ୍ରା ମାମଲାରେ ବିଚାର କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଏହି ମାମଲାରେ ଦୁଇ ଜଣିଆ ବେଞ୍ଚ ଏହାର ଓଲଟା ରାୟ ଦେଇ କହିଥିଲେ ବୋହୂ […]

sc

sc

Subhransu Sekhar
  • Published: Thursday, 15 October 2020
  • Updated: 15 October 2020, 06:50 PM IST

Sports

Latest News

ନୂଆଦିଲ୍ଲୀ: ପାରିବାରିକ କଳହ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ଐତିହାସିକ ରାୟ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଘରୋଇ ହିଂସା ଅଧିନିୟମ ଅନୁଯାୟୀ ବୋହୂ ଶାଶୁ ଘରେ ରହିବେ। ସ୍ୱାମୀର ବାପା ମାଙ୍କ ଘରେ ବୋହୂ ରହିବାର ଅଧିକାର ରହିଛି। ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ତରୁଣ ବାତ୍ରା ମାମଲାରେ ବିଚାର କରି ଏହି ରାୟ ଶୁଣାଇଛନ୍ତି। ପୂର୍ବରୁ ଏହି ମାମଲାରେ ଦୁଇ ଜଣିଆ ବେଞ୍ଚ ଏହାର ଓଲଟା ରାୟ ଦେଇ କହିଥିଲେ ବୋହୂ ଶାଶୂ ଘରେ ରହି ପାରିବ ନାହିଁ।

ସୂଚନାଯୋଗ୍ୟ, ତରୁଣ ବାତ୍ରା ମାମଲାରେ ଦୁଇ ଜଣିଆ ବିଚାରପତି ଖଣ୍ଡପୀଠ କହିଥିଲେ ଯେ ଆଇନରେ ଝିଅ ସ୍ୱାମୀର ଘରେ ରହି ପାରିବାର ଅଧିକାର ନାହିଁ। ଏବେ ତିନି ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ନିଷ୍ପତ୍ତିକୁ ବଦଳାଇ ଛଅ ସାତୋଟି ପ୍ରଶ୍ନର ଜବାବ ଦେଇଛନ୍ତି। ସ୍ୱାମୀର ଅଲଗା ଅଲଗା ସମ୍ପତ୍ତି ଉପରେ କେବଳ ନୁହେଁ ବରଂ ଘର ଉପରେ ମଧ୍ୟ ବୋହୂର ଅଧିକାର ରହିଛି ବୋଲି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story