ହିଜବୁଲର ଟପ୍ କମାଣ୍ଡରର ମୁଣ୍ଡ ଗଡ଼ାଇଲେ ଯବାନ, ଇଣ୍ଟରନେଟ ସେବା ବନ୍ଦ

ଶ୍ରୀନଗର: ପୁଲଓ୍ୱାମାର ଅଓ୍ୱନ୍ତିପୋରାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମିଡିଆ ରିପୋର୍ଟସ ଅନୁଯାୟୀ ହିଜବୁଲ ଆତଙ୍କୀ ସଂଗଠନର ଟପ୍ ଆତଙ୍କବାଦୀ ରିଆଜ ନାଇକୁ ମୁଣ୍ଡ ଗଡ଼ାଇଛନ୍ତି ଯବାନ। ବୁରହାନ ବାନିର ମୃତ୍ୟୁ ପରେ ହିଜବୁଲ ରିଆଜକୁ କମାଣ୍ଡର ଭାବରେ ନିଯୁକ୍ତ କରିଥିଲା। ଭାରତୀୟ ସେନା ମଧ୍ୟ ରିଆଜର ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲା। ଜମ୍ମୁ କଶ୍ମୀରର ଦୁଇଟି ସ୍ଥାନରେ ଏବେ ସରୁକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଅଓ୍ୱନ୍ତିପୋରାର […]

Riyaz Naikoo

Riyaz Naikoo

Subhransu Sekhar
  • Published: Wednesday, 06 May 2020
  • Updated: 06 May 2020, 02:10 PM IST

ଶ୍ରୀନଗର: ପୁଲଓ୍ୱାମାର ଅଓ୍ୱନ୍ତିପୋରାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମିଡିଆ ରିପୋର୍ଟସ ଅନୁଯାୟୀ ହିଜବୁଲ ଆତଙ୍କୀ ସଂଗଠନର ଟପ୍ ଆତଙ୍କବାଦୀ ରିଆଜ ନାଇକୁ ମୁଣ୍ଡ ଗଡ଼ାଇଛନ୍ତି ଯବାନ। ବୁରହାନ ବାନିର ମୃତ୍ୟୁ ପରେ ହିଜବୁଲ ରିଆଜକୁ କମାଣ୍ଡର ଭାବରେ ନିଯୁକ୍ତ କରିଥିଲା। ଭାରତୀୟ ସେନା ମଧ୍ୟ ରିଆଜର ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଥିଲା।

ଜମ୍ମୁ କଶ୍ମୀରର ଦୁଇଟି ସ୍ଥାନରେ ଏବେ ସରୁକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଅଓ୍ୱନ୍ତିପୋରାର ଶର୍ଶାଲି ଖ୍ରେଉରେ ଆଜି ସକାଳେ ଜଣେ ଆତଙ୍କବାଦୀକୁ ନିପାତ କରିଥିଲେ ଯବାନ। ଅନ୍ୟ ଏକ ସ୍ଥାନରେ ହିଜବୁଲର ଟପ୍ କମାଣ୍ଡରକୁ ନିପାତ କରିଛନ୍ତି ବୀର ଯବାନ। ଏହାପରେ କଶ୍ନୀରରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି।

https://twitter.com/TimesNow/status/1257896168828178432

ଗତକାଲି ରାତିରୁ ଏହି ଅପରେସନ ଆରମ୍ଭ ହୋଇଛି। ଅଓ୍ୱନ୍ତିପୋରାର ଶର୍ଶାଲି ଖ୍ରେଉରେ ୧୨ରୁ ୧୫ ଘର ରହିଛି। ସର୍ଚ୍ଚ ଅପରେସନ ଆରମ୍ଭ ହେବା ପୂର୍ବରୁ ଏଠିକାର ଲୋକଙ୍କୁ ଯବାନ ମାନେ ସୁରକ୍ଷିତ ଭାବରେ ଉଦ୍ଧାର କରି ନିଜ ହେପାଜତରେ ରଖିଥିଲେ। ଏହାପରେ ଆରମ୍ଭ କରିଥିଲେ ସର୍ଚ୍ଚଅପରେସନ।

ରବିବାର ଜମ୍ମୁ କଶ୍ମୀରର ହନ୍ଦଓ୍ୱାରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେନାର ଜଣେ କର୍ଣ୍ଣେଲ, ମେଜର ସମତେ ୨ ସୁରକ୍ଷାକର୍ମୀ ଏବଂ ଜଣେ ପୁଲିସ ଶହୀଦ୍ ହୋଇଛନ୍ତି।

ଏହାପରେ ସୋମବାର ହନ୍ଦଓ୍ୱାରାର କାଜିଆବାଦରେ ଥିବା ସିଆରପିଏଫର ଏକ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ତିନି ଯବାନ ଶହୀଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story