ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଗୃହମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ଅହମ୍ମଦାବାଦ:   ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ। ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର […]

saha-1..

saha-1..

Niharika Rout
  • Published: Thursday, 04 July 2019
  • Updated: 04 July 2019, 11:59 AM IST

Sports

Latest News

ଅହମ୍ମଦାବାଦ:   ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ।

ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଆସୁଛି ରଥ ଯାତ୍ରା।  ଚଳିତ ବର୍ଷ ଗୁଜରାଟ ରଥ ଯାତ୍ରାରେ ରଥ ଟାଣିବାକୁ ଅହମ୍ମଦାବାଦରେ ପହଞ୍ଚିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । ଗୃହ ମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଗୁଜରାଟ ଗସ୍ତ।  ୧୪୨ ବର୍ଷ ପୁରୁଣା ଏହି ଜଗନ୍ନାଥ ମନ୍ଦିରରେ  ସେ ପତ୍ନୀ ସୋନଲ ଶାହଙ୍କ ସହ ଭୋର ପ୍ରାୟ ୪ଟାରେ ମଙ୍ଗଳ ଆଳତୀ କରିଛନ୍ତି।  ଏହି ସମୟରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ଅହମ୍ମଦାବାଦରେ ପ୍ରତିବର୍ଷ  ଭବ୍ୟ ରଥ ଯାତ୍ରା ଆୟୋଜିତ ହୁଏ।  ଏଠାରେ ରଥ ୧୪ କି.ମି. ଦୂର ଯାତ୍ରା କରିଥାଏ।  ଏଥିଲାଗି ଗୁଜରାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।  ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ ନିୟୋଜିତ ଥିବା ବେଳେ ସିସିଟିଭି ଓ ଡ୍ରୋନ କ୍ୟାମେରାକୁ ବି ମୁତୟନ କରାଯାଇଛି। ଏଠାରେ ଭଗବାନ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ  ରଥାରୁଢ ହୋଇ ମାଉସୀ ଘର ଯିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story