କେତେ ମାତ୍ରାରେ ଜୀବନ ନେଉଛି କରୋନା? ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତ ସମେତ ସାରା ଦେଶରେ କାୟା ବିସ୍ତାର କରିବା ସହ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରିଥିବା ସମସ୍ତ ଯୋଜନା ଫସର ପାଟିବାର ଆଶଙ୍କା ପ୍ରକାଶ ପାଇଛି। ତେବେ କରୋନା ମୃତ୍ୟୁହାର କେତେ ଅଧିକ ରହିଛି? ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ମୃତ୍ୟୁସଂଖ୍ୟା କେତେ, ତା’କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। କିଛି ଦିନ […]

ef

ef

Hemant Lenka
  • Published: Wednesday, 01 April 2020
  • Updated: 01 April 2020, 09:16 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତ ସମେତ ସାରା ଦେଶରେ କାୟା ବିସ୍ତାର କରିବା ସହ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ଦ୍ରୁତ ଗତିରେ ବଢ଼ୁଥିବାରୁ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତ କରିଥିବା ସମସ୍ତ ଯୋଜନା ଫସର ପାଟିବାର ଆଶଙ୍କା ପ୍ରକାଶ ପାଇଛି। ତେବେ କରୋନା ମୃତ୍ୟୁହାର କେତେ ଅଧିକ ରହିଛି? ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ମୃତ୍ୟୁସଂଖ୍ୟା କେତେ, ତା’କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

କିଛି ଦିନ ପୂର୍ବରୁ ଦି ଲାନସେଟ୍ ଇନଫେକଟସ ଜର୍ଣ୍ଣାଲରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ପୂର୍ବରୁ କରୋନା ମୃତ୍ୟୁହାର ଯଥେଷ୍ଟ ଅଧିକ ରହିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହି ହାର ଯଥେଷ୍ଟ କମ ରହିବ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି।

ବ୍ରିଟିଶ ଗବେଷକମାନେ ବିଭିନ୍ନ ଦିଗରେ ତର୍ଜମା କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଯେଉଁମାନେ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ, ଯେଉଁମାନଙ୍କ ଶରୀରରେ ଗୁରୁତର କରୋନା ଲକ୍ଷଣ ଦେଖା ନଯାଇ ସେମାନେ ସୁସ୍ଥ ହୋଇଥିଲେ ଓ ଯେଉଁମାନେ ରୋଗରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତା’ର ପରୀକ୍ଷା କରି ଆରୋଗ୍ୟ ଲାଭ କରିଥିଲେ ସେମାନଙ୍କ ଉପରେ ଗବେଷକମାନେ ଏଭଳି ଅନୁଧ୍ୟାନ କରିଥିଲେ।

ଗବେଷଣା ଅନୁଯାୟୀ, ଏହି ଜୀବାଣୁ ଜନିତ ରୋଗର ଉଭୟ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ମୃତ୍ୟୁହାର ମାତ୍ର ୦.୬୬% ରହିଛି। ସେହିପରି କରୋନା ବା କୋଭିଡ୍-୧୯ରେ ଆକ୍ରାନ୍ତ ହେଉଥିବା ନିଶ୍ଚିତ ମାମଲାର ମୃତ୍ୟୁହାର ୧.୩୮% ରହିଛି।

ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୃତ୍ୟୁହାରକୁ ୨%ରୁ ୮% ମଧ୍ୟରେ ରହୁଥିବା ବେଳେ ମୋଟ ଉପରେ(ଉଭୟ ଆକ୍ରାନ୍ତ ଓ ସନ୍ଦିଗ୍ଧ)ଙ୍କ ମୃତ୍ୟୁହାର ୦.୨%ରୁ ୧.୬% ମଧ୍ୟରେ ରଖିଛନ୍ତି। ରିସର୍ଚ୍ଚ କରୁଥିବା ଗବେଷକମାନେ କରୋନା ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନାର ଉହାନରେ ସଂକ୍ରମିତ ଲୋକଙ୍କୁ ନେଇ ତର୍ଜମା କରିଥିଲେ।

ଅନୁସନ୍ଧାନରେ ଆହୁରି କୁହାଯାଇଛି ଯେ ୮୦ ବର୍ଷରୁ ଅଧିକ ବୟସର ଯେଉଁ ଲୋକମାନେ କରୋନା ଆକ୍ରାନ୍ତ ହୋଇଥାଆନ୍ତି, ସେମାନଙ୍କ ମଧ୍ୟରୁ ୨୦% ଲୋକ ହିଁ ହସ୍ପିଟାଲରେ ଭର୍ତ୍ତି ହୋଇଥାଆନ୍ତି। ସେହିପରି ୩୦ ବର୍ଷରୁ କମ ବୟସ୍କ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧% ହିଁ ହସ୍ପିଟାଲ ଯାଇଥାଆନ୍ତି।

ଯେଉଁ ଦେଶରେ ଯେତେ ଅଧିକ ସଂଖ୍ୟକ ବୟସ୍କ ବ୍ୟକ୍ତି ରହିଥାଆନ୍ତି, ସେଠାରେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଛି। ତେବେ ଏଠାରେ ପୂର୍ବରୁ ଯେତିକି ଲୋକ ପ୍ରାଣ ହରାଇବେ ବୋଲି କୁହାଯାଉଥିଲା, ଏବେ ମୃତ୍ୟୁହାର ଯଥେଷ୍ଟ କମ ରହିବ ବୋଲି ଜଣାପଡ଼ିଛି। ତେବେ ରିପୋର୍ଟରେ କୁହାଯାଇଛି ଯେ ଏଚ୧ଏନ୧ ଭାଇରସ ଠାରୁ କରୋନା ଅଧିକ ମାରାତ୍ମକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story