ବଜ୍ରପାତରୁ କେମିତି ପାଇବେ ରକ୍ଷା ପଢନ୍ତୁ ଟିପ୍ସ, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର: ଏବେ ଏକ ବୃହତ ପ୍ରାକୃତିକ ବପର୍ଯ୍ୟୟ ଭାବେ ଉଭା ହୋଇଛି। ଏପ୍ରିଲରୁ ଜୁନ୍&zwnj; ମଧ୍ୟରେ ଏହି ବଜ୍ରାଘାତର ମାତ୍ରା ଅଧିକ ରହୁଛି। ମୁଖ୍ୟତଃ&nbsp; ଦେଶରେ ସବୁଠୁ ଅଧିକ ବଜ୍ରପାତ ପ୍ରବଣ ରାଜ୍ୟ ଭାବେ ଓଡିଶା &nbsp;ପ୍ରଥମ &nbsp;ସ୍ଥାନରେ ରହିଛି। ବର୍ଷକୁ ୩ଶହରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଉଛି। ବିଶ୍ୱତାପନ ବୃଦ୍ଧି, ପରିବେଶ ଅସନ୍ତୁଳନ ଏବଂ ପାଣିପାଗର ଅସ୍ୱାଭିକ ପରିବର୍ତ୍ତନ ଏମିତି ପାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି। ତେବେ ବଜ୍ରପାତକୁ ମୁକାବିଲା ପାଇଁ ସେମିତି କୌଣସି ଫର୍ମୁଲା ଆବିଷ୍କାର ହୋଇ ନଥିବା ବେଳେ ଏଥିରୁ କିପରି ବର୍ତ୍ତି ହେବ ସେନେଇ କିଛି ଉପାୟ ରହିଛି। ତେବେ ଏ ସମ୍ପର୍କରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ଏକ ଛୋଟ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରସ୍ତୁତ କରାଯାଇଛି। ସେଥିରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଦିଆଯାଉଛି।</p> <p>ଏଥିରେ କୁନି କୁନି ପିଲାମାନେ ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି। ତେବେ ବଜ୍ରପାତରଚୁ ବର୍ତ୍ତିବ ପାଇଁ ଏହି ଭିଡିଓରେ କଣ ସବୁ ଦର୍ଶା ଯାଉଛି ଆସନ୍ତୁ ଜାଣିବା। ଯଦି ଆପଣ ସାଙ୍ଗସାଥୀଙ୍କ ସହ ପଡ଼ିଆରେ ଖେଳୁଛନ୍ତି &nbsp;ଆଉ ଏହି ସମୟରେ ବଜ୍ରପାତ ହେଲା ତେବେ ହଠାତ ସେହି ସମୟରେ ନିଜ ନିଜ ଠାରୁ ଦୂରତା ବଜାୟ ରଖିବେ।&nbsp; ପରେ ଦୁଇ ହାତରେ ନିଜ କାନକୁ ବନ୍ଦ କରିବେ। ଦୁଇ ଗୋଡ଼କୁ ଏକାଠି ଯୋଡ଼ି ଦିଅନ୍ତୁ ଏବଂ ତଳ ମୁହାଁ ହୋଇ ନଇଁ ପଡ଼ନ୍ତୁ । ଏହି ଉପାୟରେ ଆପଣ ବଜ୍ରପାତରୁ ବର୍ତ୍ତିପାରିବେ। ସେହିପରି ବଜ୍ରପାତ ସମୟରେ ବଡ଼ ବଡ଼ ଗଛ, ଇଲେଟ୍ରିକ୍&zwnj; ଟାୱାର ଏବଂ ପୋଖରୀ ପାଖରେ ରୁହନ୍ତୁ ନାହିଁ। ଏ ସବୁ ସ୍ଥାନରୁ ଦୂରେଇ ରୁହନ୍ତୁ।</p>

Ordigital Desk
  • Published: Wednesday, 09 May 2018
  • Updated: 09 May 2018, 07:21 PM IST

Sports

Latest News

<p>ଭୁବନେଶ୍ୱର: ଏବେ ଏକ ବୃହତ ପ୍ରାକୃତିକ ବପର୍ଯ୍ୟୟ ଭାବେ ଉଭା ହୋଇଛି। ଏପ୍ରିଲରୁ ଜୁନ୍&zwnj; ମଧ୍ୟରେ ଏହି ବଜ୍ରାଘାତର ମାତ୍ରା ଅଧିକ ରହୁଛି। ମୁଖ୍ୟତଃ&nbsp; ଦେଶରେ ସବୁଠୁ ଅଧିକ ବଜ୍ରପାତ ପ୍ରବଣ ରାଜ୍ୟ ଭାବେ ଓଡିଶା &nbsp;ପ୍ରଥମ &nbsp;ସ୍ଥାନରେ ରହିଛି। ବର୍ଷକୁ ୩ଶହରୁ ଉର୍ଦ୍ଧ୍ଵ ଲୋକଙ୍କ ଜୀବନ ନେଉଛି। ବିଶ୍ୱତାପନ ବୃଦ୍ଧି, ପରିବେଶ ଅସନ୍ତୁଳନ ଏବଂ ପାଣିପାଗର ଅସ୍ୱାଭିକ ପରିବର୍ତ୍ତନ ଏମିତି ପାକୃତିକ ବିପର୍ଯ୍ୟୟର କାରଣ ପାଲଟିଛି। ତେବେ ବଜ୍ରପାତକୁ ମୁକାବିଲା ପାଇଁ ସେମିତି କୌଣସି ଫର୍ମୁଲା ଆବିଷ୍କାର ହୋଇ ନଥିବା ବେଳେ ଏଥିରୁ କିପରି ବର୍ତ୍ତି ହେବ ସେନେଇ କିଛି ଉପାୟ ରହିଛି। ତେବେ ଏ ସମ୍ପର୍କରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ଏକ ଛୋଟ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରସ୍ତୁତ କରାଯାଇଛି। ସେଥିରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଦିଆଯାଉଛି।</p><p>ଏଥିରେ କୁନି କୁନି ପିଲାମାନେ ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି। ତେବେ ବଜ୍ରପାତରଚୁ ବର୍ତ୍ତିବ ପାଇଁ ଏହି ଭିଡିଓରେ କଣ ସବୁ ଦର୍ଶା ଯାଉଛି ଆସନ୍ତୁ ଜାଣିବା। ଯଦି ଆପଣ ସାଙ୍ଗସାଥୀଙ୍କ ସହ ପଡ଼ିଆରେ ଖେଳୁଛନ୍ତି &nbsp;ଆଉ ଏହି ସମୟରେ ବଜ୍ରପାତ ହେଲା ତେବେ ହଠାତ ସେହି ସମୟରେ ନିଜ ନିଜ ଠାରୁ ଦୂରତା ବଜାୟ ରଖିବେ।&nbsp; ପରେ ଦୁଇ ହାତରେ ନିଜ କାନକୁ ବନ୍ଦ କରିବେ। ଦୁଇ ଗୋଡ଼କୁ ଏକାଠି ଯୋଡ଼ି ଦିଅନ୍ତୁ ଏବଂ ତଳ ମୁହାଁ ହୋଇ ନଇଁ ପଡ଼ନ୍ତୁ । ଏହି ଉପାୟରେ ଆପଣ ବଜ୍ରପାତରୁ ବର୍ତ୍ତିପାରିବେ। ସେହିପରି ବଜ୍ରପାତ ସମୟରେ ବଡ଼ ବଡ଼ ଗଛ, ଇଲେଟ୍ରିକ୍&zwnj; ଟାୱାର ଏବଂ ପୋଖରୀ ପାଖରେ ରୁହନ୍ତୁ ନାହିଁ। ଏ ସବୁ ସ୍ଥାନରୁ ଦୂରେଇ ରୁହନ୍ତୁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos