ମମତାଙ୍କ ଦୁର୍ଗାପୂଜାରେ ରାଜ୍ୟପାଳ ହଟହଟା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆୟୋଜିତ ଦୂର୍ଗାପୂଜା ଉତ୍ସବରେ ହଟହଟା ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସେ ହଇରାଣ ହେବା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଛି। ତାଙ୍କୁ ମୁଖ୍ୟ ମଞ୍ଚରେ ବସିବାକୁ ଦିଆଯାଇନଥିଲା ଏବଂ ତାଙ୍କ ଉପସ୍ଥିତି ବାବଦରେ ଟିଭିରେ ମଧ୍ୟ ଜାଣିଜାଣି ଗୋଟିଏ ସେକେଣ୍ଡ ପାଇଁ ଦେଖାଯାଇନଥିଲା। ମମତାଙ୍କ ଦ୍ୱାରା ଆୟୋଜିତ ୭୦ଟି ପୂଜା ମଣ୍ଡପର ଏକ ମିଳିତ କାର୍ଯ୍ୟକ୍ରମର ମଞ୍ଚରେ […]

dhankar

dhankar

Subrat Kumar Nayak
  • Published: Tuesday, 15 October 2019
  • Updated: 15 October 2019, 04:52 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆୟୋଜିତ ଦୂର୍ଗାପୂଜା ଉତ୍ସବରେ ହଟହଟା ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସେ ହଇରାଣ ହେବା ତାଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଛି। ତାଙ୍କୁ ମୁଖ୍ୟ ମଞ୍ଚରେ ବସିବାକୁ ଦିଆଯାଇନଥିଲା ଏବଂ ତାଙ୍କ ଉପସ୍ଥିତି ବାବଦରେ ଟିଭିରେ ମଧ୍ୟ ଜାଣିଜାଣି ଗୋଟିଏ ସେକେଣ୍ଡ ପାଇଁ ଦେଖାଯାଇନଥିଲା।

ମମତାଙ୍କ ଦ୍ୱାରା ଆୟୋଜିତ ୭୦ଟି ପୂଜା ମଣ୍ଡପର ଏକ ମିଳିତ କାର୍ଯ୍ୟକ୍ରମର ମଞ୍ଚରେ ନିଜେ ମମତା ଏବଂ ଅନ୍ୟ ଅତିଥିମାନେ ବସିଥିଲେ। କିନ୍ତୁ ରାଜ୍ୟପାଳଙ୍କୁ ସେଠାକୁ ଡକାଯାଇନଥିଲା। ରାଜ୍ୟପାଳ ସେଠାରେ ଆରମ୍ଭରୁ ଶେଷ ଯାଏ ବେଶ୍‌ କିଛି ଘଣ୍ଟା ଉପସ୍ଥିତ ରହିଥିଲେ। ଏପରିକି ମଲ୍ଟି କ୍ୟାମେରାର ବ୍ୟବସ୍ଥା ରହିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଉପସ୍ଥିତି ବାବଦରେ ଏଥିରେ କୌଣସି ଦୃଶ୍ୟ ନଥିଲା।

ରାଜ୍ୟପାଳ ଏଭଳି ଅଭିଯୋଗ ଆଣିବା ସମୟରେ କାହା ନାମ ନେଇ ନଥିଲେ। କିନ୍ତୁ କହିଥିଲେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ଏପରି କରି ଅସୌଜନ୍ୟତା ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳଙ୍କୁ ଏଭଳି ଏକ ସ୍ଥାନରେ ବସିବାକୁ ଦିଆଯାଇଥିଲା ଯେଉଁଠାରୁ ଶୋଭାଯାତ୍ରା ଠିକ୍‌ରେ ଦିଶିବନି। ଏହା ଜାଣିଶୁଣି ଅପମାନିତ କରିବା ପାଇଁ କରାଯାଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story