କରୋନା ବାବାକୁ ବାନ୍ଧିଲା ପୁଲିସ

ହାଇଦ୍ରାବାଦ: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏହି ଘାତକ କରୋନା ଭାଇରସରେ ଶିକାର ହୋଇଥିବା ଆକ୍ରାନ୍ତଙ୍କୁ ଶତ ପ୍ରତିଶତ ଭଲ କରିବା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ହେଲେ ଏହାରି ଭିତରେ କିଛି ଅସାଧୁ ବ୍ୟକ୍ତି କରୋନାକୁ ଭଲ କରିଦେବା ନାଁରେ ଆକ୍ରାନ୍ତ ଏବଂ ସାଧାରଣ ନାଗରିକଙ୍କୁ ପାଖରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏବେ ଏହି ଠକ ବାବାକୁ ଗିରଫ କରିଛି ପୁଲିସ। ହାଇଦ୍ରାବାଦର ହାଫିଜପେଟ୍ […]

corona-baba-arrested

corona-baba-arrested

Subhransu Sekhar
  • Published: Saturday, 25 July 2020
  • Updated: 25 July 2020, 09:46 PM IST

Sports

Latest News

ହାଇଦ୍ରାବାଦ: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏହି ଘାତକ କରୋନା ଭାଇରସରେ ଶିକାର ହୋଇଥିବା ଆକ୍ରାନ୍ତଙ୍କୁ ଶତ ପ୍ରତିଶତ ଭଲ କରିବା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ। ହେଲେ ଏହାରି ଭିତରେ କିଛି ଅସାଧୁ ବ୍ୟକ୍ତି କରୋନାକୁ ଭଲ କରିଦେବା ନାଁରେ ଆକ୍ରାନ୍ତ ଏବଂ ସାଧାରଣ ନାଗରିକଙ୍କୁ ପାଖରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏବେ ଏହି ଠକ ବାବାକୁ ଗିରଫ କରିଛି ପୁଲିସ। ହାଇଦ୍ରାବାଦର ହାଫିଜପେଟ୍ ଅଞ୍ଚଳରେ ବ୍ୟବସାୟ କରୁଥିଲେ ଏହି କରୋନା ବାବା।

କରୋନା ଭଳି ବିପର୍ଯ୍ୟୟ ବେଳେ ଏହାର ସୁଯୋଗ ନେଇ ଦେଶରେ ଅନେକ ସ୍ଥାନରେ ବାବା ମାନେ କରୋନାକୁ ଭଲ କରିଦେବେ ଗ୍ୟାରେଣ୍ଟି ଦେଉଥିବା ଦେଖିବାକୁ ମିଳିଛି। ହାଇଦ୍ରାବାଦର ହାଫିଜପେଟ୍ ଅଞ୍ଚଳରେ ଏଭଳି କାରବାର ଚାଲୁଥିବା ଦେଖି କରୋନା ବାବା ଓରଫ ଇସମାଇଲ ବାବା (ମହମ୍ମଦ ଇସମାଇଲ) ଦାବି କରିଥିଲେ ଯେ ସେ ତନ୍ତ୍ର-ମନ୍ତ୍ର ଦ୍ୱାରା କରୋନା ସଂକ୍ରମଣକୁ ଭଲ କରିପାରିବେ। ଲେମ୍ବୁ ଏବଂ ତନ୍ତ୍ର-ମନ୍ତ୍ରରେ ପୂଜା କରି କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବା ନାମରେ ମୋଟା ଅଙ୍କର ପଇସା ନେଉଥିବା ଜଣାପଡ଼ିଥିଲା।

ଚଳିତ ବର୍ଷ ମାର୍ଚ୍ଚ ମାସରୁ ଇସମାଇଲ ବାବା ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ବ୍ୟବସାୟକୁ ଆଗକୁ ନେବା ପାଇଁ ନିଜର ପ୍ରଚାର ଜୋରଦାର କରୁଥିଲେ। ତାଙ୍କ ଶିଷ୍ୟମାନେ ଇସମାଇଲକୁ ଏକ ଚମତ୍କାର ବାବା ଭାବରେ ପ୍ରଚାର କରୁଥିଲେ।

ଏମିତିକି ଥଣ୍ଡା ଏବଂ କାଶର ଶିକାର ବ୍ୟକ୍ତିଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିବା କହି ହଜାରେ ଟଙ୍କା ଆଦାୟ କରୁଥିଲେ ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ପ୍ରାୟ ୬୦-୭୦ ଲୋକ ଏହି ଇସମାଇଲ ବାବାର ପ୍ରତାରଣାର ଶିକାର ହୋଇଥିବା ଜଣାପଡ଼ିଛି।

ଗତକାଲି ରାତିରେ ମିଆନପୁର ପୁଲିସ ହାଫିଜପେଟ ଅଞ୍ଚଳରେ ଚଢାଉ କରିଥିଲା। ପୁଲିସ ଏବେ ମହମ୍ମଦ ଇସମାଇଲଙ୍କୁ ଗିରଫ କରିଛି। ମହାମାରୀ ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏପରି ଲୋକଙ୍କୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story