ପର୍ଣ୍ଣ ସାଇଟ୍‌ରେ ଲାଇଭ୍‌ ସେକ୍ସ: ସ୍ତ୍ରୀକୁ ବେଶ୍ୟା ବନାଇଲା ଇଂଜିନିୟର ସ୍ୱାମୀ

ରାତାରାତି କୋଟିପତି ହେବାର ନିଶାରେ ମଣିଷ ଯେ ନିଜ ସ୍ତ୍ରୀକୁ ବେଶ୍ୟା ବନାଇ ଦିଏ, ସେମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦ୍‌ରୁ। ନିଜ ସ୍ତ୍ରୀ ସହ ସମ୍ଭୋଗ ସମୟର ଅନ୍ତରଙ୍ଗ ଦୃଶ୍ୟକୁ ଏକ ପର୍ଣ୍ଣ ସାଇଟ୍‌ରେ ଟେଲିକାଷ୍ଟ କରିଛନ୍ତି ସ୍ୱାମୀ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ୩୩ବର୍ଷ ବୟସର ସଫଟୱେର ଇଂଜିନିୟରଙ୍କ ନାଁରେ। ହାଇଦ୍ରାବାଦ୍‌ର ସାଇବର୍‌ ପୋଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ୍‌ କରିବା ପରେ ପୁରା ଘଟଣା ଜଣାପଡିଛି। ଯାହା ଶୁଣିଲେ ଆପଣ […]

cyber-crime

cyber-crime

Rakesh Mallick
  • Published: Thursday, 13 April 2017
  • Updated: 13 April 2017, 07:57 PM IST

Sports

Latest News

ରାତାରାତି କୋଟିପତି ହେବାର ନିଶାରେ ମଣିଷ ଯେ ନିଜ ସ୍ତ୍ରୀକୁ ବେଶ୍ୟା ବନାଇ ଦିଏ, ସେମିତି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦ୍‌ରୁ। ନିଜ ସ୍ତ୍ରୀ ସହ ସମ୍ଭୋଗ ସମୟର ଅନ୍ତରଙ୍ଗ ଦୃଶ୍ୟକୁ ଏକ ପର୍ଣ୍ଣ ସାଇଟ୍‌ରେ ଟେଲିକାଷ୍ଟ କରିଛନ୍ତି ସ୍ୱାମୀ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଜଣେ ୩୩ବର୍ଷ ବୟସର ସଫଟୱେର ଇଂଜିନିୟରଙ୍କ ନାଁରେ। ହାଇଦ୍ରାବାଦ୍‌ର ସାଇବର୍‌ ପୋଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଗିରଫ୍‌ କରିବା ପରେ ପୁରା ଘଟଣା ଜଣାପଡିଛି। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସ୍ତ୍ରୀର ବିଶ୍ୱାସକୁ ମାରି ଦେଇ ଏ ସ୍ୱାମୀ ଚାହୁଁଥିଲା କୋଟିପତି ହେବାକୁ। ତେଣୁ ବେଡ୍‌ରୁମ୍‌ରେ ରଖିଥିଲା ଲ୍ୟାପଟପ୍‌। ଡିମ୍‌ ଲାଇଟ୍‌ ନୁହେଁ ସଫା ଆଲୁଅ ଭିତରେ ସମ୍ଭୋଗ କରିବାକୁ ସ୍ତ୍ରୀକୁ ମନେଇ ଦେଇଥିଲା। ନିବୁଜ କଠୋରୀ ଭିତରେ ସ୍ୱାମୀ-ସ୍ତ୍ରୀ। ତେଣୁ ଲଜ୍ଜାକୁ ଖାତିର ନକରି ସ୍ତ୍ରୀ ବି ମାନି ଯାଇଥିଲା ସ୍ୱାମୀ କଥାରେ। ହେଲେ ଜାଣି ନ ଥିଲା ୱେବ୍‌ କ୍ୟାମେରାରେ କଏଦ ହେଉଛି ଲାଇଭ୍‌ ସେକ୍ସ । ଆଉ ତାହା ଟେଲିକାଷ୍ଟ ହେଉଛି ଏକ ପର୍ଣ୍ଣ ସାଇଟ୍‌ରେ। କେବଳ ସେତିକି ନୁହେଁ, ଲାଇଭ୍‌ ଷ୍ଟ୍ରିମିଂ ସରିବା ପରେ ବିଭିନ୍ନ ପର୍ଣ୍ଣ ସାଇଟ୍‌କୁ ଚାଲି ଯାଇଥିଲା ଏହି ଅନ୍ତରଙ୍ଗ ଦୃଶ୍ୟ। ସ୍ତ୍ରୀ ବନିଯାଇଥିଲା ଦେଶୀ ପର୍ଣ୍ଣ ଷ୍ଟାର୍‌। ଆଉ ସ୍ୱାମୀକୁ ମିଳି ଯାଇଥିଲା ଚୁକ୍ତି ମୁତାବକ ମୋଟା ଅଙ୍କର ଟଙ୍କା।

ସୂଚନା ମୁତାବକ ୨୦୧୬ ନଭେମ୍ବରରେ ସଫଟୱେର ଇଂଜିନିୟର ଥିବା ଜଣେ ମହିଳା, ନିଜ ସେକ୍ସ ଭିଡିଓ ଏକାଧିକ ପର୍ଣ୍ଣ ସାଇଟ୍‌ରେ ଅପଲୋଡ୍‌ ହୋଇଥିବା ସାଇବର୍‌ ପୋଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଭିଡିଓର ଆଇପି ଆଡ୍ରେସ୍‌କୁ ଟ୍ରାକ୍‌ କରି ପୋଲିସ ଏହା କେରଳର ତ୍ରୀଶୁର ଅଞ୍ଚଳରୁ ଅପ୍‌ଲୋଡ ହୋଇଥିବା ଜାଣିବାକୁ ପାଇଥିଲା। ହେଲେ ଭିଡିଓକୁ ଏକ ପର୍ଣ୍ଣ ୱେବସାଇଟ୍‌ରୁ ଡାଉନଲୋଡ କରି ଅପ୍‌ଲୋଡ କରିଥିବା ସେତେବେଳେ ଆଇପି ଆଡ୍ରେସର ମାଲିକ କହିଥିଲେ।

ତେବେ ପରବର୍ତ୍ତି ତଦନ୍ତ ବେଳେ ଜଣା ପଡିଥିଲା ସେହି ଭିଡିଓ ଏକ ଚର୍ଚ୍ଚିତ ପର୍ଣ୍ଣ ସାଇଟ୍‌ର ଲାଇଭ୍‌ ଷ୍ଟ୍ରିମିଂ ଥିଲା।  ବେଡ଼ରୁମ୍‌ରୁ ସିଧସଳଖ ଲାଇଭ। ଏହାପରେ ମହିଳାଙ୍କ ସ୍ୱାମୀଙ୍କ ଉପରେ ପୋଲିସର ସନ୍ଦେହ ଘନିଭୂତ ହେବାରେ ଲାଗିଥିଲା।

ଅଭିଯୁକ୍ତ ସ୍ୱାମୀକୁ ପଚରାଉଚରା ଓ ତାଙ୍କ ଇ-ମେଲ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ସେ ହିଁ ଏହି ଭିଡିଓକୁ ଲାପ୍‌ଟପ୍‌ ଜରିଆରେ ଲାଇଭ ଷ୍ଟ୍ରିମିଂ କରାଇଥିଲେ। ସେ ଲାପ୍‌ଟପ୍‌କୁ ଏମିତି ରଖିଥିଲେ ଯେ, ଉକ୍ତ ଭିଡିଓରେ ତାଙ୍କ ମୁହଁ ଆସି ନ ଥିଲା। କେବଳ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ହିଁ ରେକର୍ଡିଂ ହୋଇଥିଲା।

ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ କହିଥିଲେ ପିଲାଦିନରୁ ତାଙ୍କ ସେକ୍ସ ପ୍ରତି ଆକର୍ଷଣ ଥିଲା। ସେ ଏକାଧିକ ୱେବସାଇଟ୍‌ରେ ମେଲ୍‌ ଏସକର୍ଟ ଭାବେ ନିଜ ନାଁ ରେଜିଷ୍ଟ୍ରେସନ କରିଥିଲେ। ତେବେ ରାତାରାତି କୋଟିପତି ହେବାର ନିଶାରେ ଚୁର୍‌ ହୋଇ ସେ ସ୍ତ୍ରୀକୁ ବନାଇ ଦେଇଥିଲେ ଦେଶୀ ପର୍ଣ୍ଣଷ୍ଟାର୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story