ଭାରତକୁ ପୁଣି ଧମକ ଦେଲେ ପାକିସ୍ତାନ ଆର୍ମୀ ମୁଖ୍ୟ ସାହିଲ ସରୀଫ

ଇସଲାମବାଦ: ପାକିସ୍ତାନ ଆର୍ମୀ ମୁଖ୍ୟ ସାହିଲ ସରୀଫ ଭାରତର ସର୍ଜିକାଲ ଷ୍ଟ୍ରାଇକ ଦାବିକୁ ପ୍ରତ୍ୟାଖାନ କରିବା ସହ ଧମକ ଦେଇଛନ୍ତି। ସେ କହିଛନ୍ତି, “ପାକିସ୍ତାନ ଯଦି ସର୍ଜିକାଲ ଷ୍ଟ୍ରାଇକ କରିବ ତାହା ହେଲେ ଭାରତ ଏହାକୁ କେବେ ଭୁଲିପାରିବ ନାହିଁ।” ଆର୍ମୀ ମୁଖ୍ୟରୁ ଅବସର ନେବାରୁ ୫ ଦିନ ବାକିଥିବା ବେଳେ ସରୀଫ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି, “ଆମ ଯବାନ ଭାରତୀୟ ସେନାଙ୍କ ଯେ କୌଣସି କାର୍ଯ୍ୟର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।” […]

sarif

sarif

Rakesh Mallick
  • Published: Friday, 25 November 2016
  • Updated: 04 May 2017, 03:44 PM IST

ଇସଲାମବାଦ: ପାକିସ୍ତାନ ଆର୍ମୀ ମୁଖ୍ୟ ସାହିଲ ସରୀଫ ଭାରତର ସର୍ଜିକାଲ ଷ୍ଟ୍ରାଇକ ଦାବିକୁ ପ୍ରତ୍ୟାଖାନ କରିବା ସହ ଧମକ ଦେଇଛନ୍ତି। ସେ କହିଛନ୍ତି, “ପାକିସ୍ତାନ ଯଦି ସର୍ଜିକାଲ ଷ୍ଟ୍ରାଇକ କରିବ ତାହା ହେଲେ ଭାରତ ଏହାକୁ କେବେ ଭୁଲିପାରିବ ନାହିଁ।”

ଆର୍ମୀ ମୁଖ୍ୟରୁ ଅବସର ନେବାରୁ ୫ ଦିନ ବାକିଥିବା ବେଳେ ସରୀଫ ଭାରତ ବିରୋଧରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି, “ଆମ ଯବାନ ଭାରତୀୟ ସେନାଙ୍କ ଯେ କୌଣସି କାର୍ଯ୍ୟର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।”

ସେ କହିଛନ୍ତି, “ଯଦି ପାକିସ୍ତାନ ଭାରତରେ ସର୍ଜିକାଲ ଷ୍ଟ୍ରାଇକ କରିବ, ତାହା ହେଲେ ଭାରତର ଆଗାମୀ ପିଢୀକୁ ସର୍ଜିକାଲ ଷ୍ଟ୍ରାଇକ ପ୍ରକୃତରେ କ’ଣ ବହିରେ ପଢିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story