ଭାରତ ସାମ୍ନା କରୁଥିବା ବିପଦ ସହିତ ମୁଁ ଛିଡ଼ା ହେବି: ଜୋ ବିଡେନ୍

ୱାଶିଂଟନ୍: କରୋନା ମହାମାରୀ ବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଉଭୟ ରିପବ୍ଲିକିଆନ୍ ପାର୍ଟି ଏବଂ ଡେମୋକ୍ରାଟିକ ପାର୍ଟି ଭାରତୀୟ ବଂଶୋଦ୍ଭବଙ୍କ ଭୋଟର ପାଇବା ପାଇଁ ଭାରତକୁ ନେଇ ଅନେକ ମତ ରଖୁଛନ୍ତି। ଆମେରିକାର ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି, ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଭାରତ ସାମ୍ନା କରୁଥିବା ସମସ୍ତ ସମସ୍ୟା ଓ ବିପଦର ମୁକାବିଲା ପାଇଁ ତାଙ୍କ ପ୍ରଶାସନ ପାଖରେ ଛିଡ଼ା ହେବ। ଏମିତିକି ବିଡେନ […]

Joe-Biden-HARIS

Joe-Biden-HARIS

Subhransu Sekhar
  • Published: Sunday, 16 August 2020
  • Updated: 16 August 2020, 10:36 PM IST

Sports

Latest News

ୱାଶିଂଟନ୍: କରୋନା ମହାମାରୀ ବେଳେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଉଭୟ ରିପବ୍ଲିକିଆନ୍ ପାର୍ଟି ଏବଂ ଡେମୋକ୍ରାଟିକ ପାର୍ଟି ଭାରତୀୟ ବଂଶୋଦ୍ଭବଙ୍କ ଭୋଟର ପାଇବା ପାଇଁ ଭାରତକୁ ନେଇ ଅନେକ ମତ ରଖୁଛନ୍ତି। ଆମେରିକାର ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କହିଛନ୍ତି, ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଭାରତ ସାମ୍ନା କରୁଥିବା ସମସ୍ତ ସମସ୍ୟା ଓ ବିପଦର ମୁକାବିଲା ପାଇଁ ତାଙ୍କ ପ୍ରଶାସନ ପାଖରେ ଛିଡ଼ା ହେବ। ଏମିତିକି ବିଡେନ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ବିଷୟରେ କହିଥିଲେ।

ଓବାମାଙ୍କ ଶାସନ କାଳରେ ଉପରାଷ୍ଟ୍ରପତି ଥିବା ବିଡେନ କହିଛନ୍ତି ଯେ ମୁଁ ୧୫ ବର୍ଷ ପୂର୍ବେ ଭାରତ ସହ ଐତିହାସିକ ନାଗରିକ ଆଣବିକ ଚୁକ୍ତି ଅନୁମୋଦନ କରିବାକୁ ଉଦ୍ୟମ କରୁଥିଲି। ମୁଁ କହିଥିଲି ଯେ ଯଦି ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ହୁଅନ୍ତି, ତେବେ ବିଶ୍ୱ ଅଧିକ ସୁରକ୍ଷିତ ରହିବ।

ବିଡେନ କହିଛନ୍ତି ଯେ ଯଦି ସେ ନିର୍ବାଚନରେ ​​ଜିତନ୍ତି ତେବେ ଭାରତ ଏହାର ଭୌଗଳିକ ସୀମା ନେଇ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ତାକୁ ମୁକାବିଲା କରିବାରେ ତାଙ୍କ ପ୍ରଶାସନ ଛିଡା ହେବ। ଏମିତିକି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ବୈଶୟିକ ଚ୍ୟାଲେଞ୍ଜର ମୁକାବିଲା ପାଇଁ ତାଙ୍କ ପ୍ରଶାସନ କାମ କରିବ।

ସେ ଆହୁରି କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରକୁ ମଜବୁତ କରିବା ପାଇଁ ଉଭୟ ଭାରତ ଏବଂ ଆମେରିକା ମିଳିତ ଭାବରେ କାମ କରିବେ। ଉଭୟ ଦେଶର ଶକ୍ତି ହେଉଛି ସେମାନଙ୍କର ବିବିଧତା। ବିଡେନ କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ଭାବରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟ ଉପରେ ବିଶ୍ୱାସ ଜାରି ରଖିବି। ଏହି ସମ୍ପ୍ରଦାୟ ଦୁଇ ଦେଶକୁ ସଂଯୋଗ କରି ରଖିବ। ଏଥିସହ ତାଙ୍କ ଦଳ ବିଜୟୀ ହେଲେ କମଲା ହାରିସ୍ ଆମେରିକା ଇତିହାସରେ ପ୍ରଥମ ଭାରତୀୟ-ଆମେରିକୀୟ ଉପରାଷ୍ଟ୍ରପତି ହେବେ ବୋଲି ସେ କହିଛନ୍ତି।

ଏଥିସହ ଟ୍ରମ୍ପ ପ୍ରଶାସନ ଉପରେ ମନ୍ତବ୍ୟ ଦେବାକୁ ଯାଇ ବିଡେନ କହିଛନ୍ତି ଯେ, ଆଇନଗତ ଇମିଗ୍ରେସନ ଉପରେ କଟକଣା ଲଗାଯିବା ପରେ ଯେଉଁମାନେ ଶିକାର ହୋଇଛନ୍ତି ସେମାନଙ୍କ ପାଇଁ ମୁଁ ଦୁଃଖିତ, ଏଚଓ୍ୱାନ-ବି ଭିସା ଉପରେ ନିଆଯାଇଥିବା ପଦକ୍ଷେପ କ୍ଷତିକାରକ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story