କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ନୂଆ ଚାଲ୍

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ଜାତିସଂଘରୁ ନିରାଶ ହୋଇଥିବା ପାକିସ୍ତାନ ଏବେ ନୂଆ ଚାଲ ଆରମ୍ଭ କରିବାକୁ ଯାଉଛି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ ପାକିସ୍ତାନବାସୀକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଇମ୍ରାନ୍ ଖାନ୍ ମୋଦି ସରକାରକୁ ଫାଶୀବାଦୀ ସରକାର ବୋଲି କହିଛନ୍ତି। କଶ୍ମୀରବାସୀ ଭାରତୀୟ ସେନା ଦ୍ୱାର ବନ୍ଦୀ […]

imran khan(2)

imran khan(2)

Subhransu Sekhar
  • Published: Saturday, 25 January 2020
  • Updated: 25 January 2020, 03:53 PM IST

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ଜାତିସଂଘରୁ ନିରାଶ ହୋଇଥିବା ପାକିସ୍ତାନ ଏବେ ନୂଆ ଚାଲ ଆରମ୍ଭ କରିବାକୁ ଯାଉଛି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ ପାକିସ୍ତାନବାସୀକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଇମ୍ରାନ୍ ଖାନ୍ ମୋଦି ସରକାରକୁ ଫାଶୀବାଦୀ ସରକାର ବୋଲି କହିଛନ୍ତି। କଶ୍ମୀରବାସୀ ଭାରତୀୟ ସେନା ଦ୍ୱାର ବନ୍ଦୀ ହୋଇ ୬ ମାସ ହେବ ରହିଛନ୍ତି। କଶ୍ମୀର ଲୋକଙ୍କ ପାଇଁ ପାକିସ୍ତାନ ଏବଂ ପାକିସ୍ତାନ ବାହାରେ ଥିବା ଲୋକଙ୍କୁ ଆହ୍ୱାନ କରି ଫେବୃଆରୀ ୫ରେ ଏକାଠି ହେବାକୁ ଇମ୍ରାନ୍ ଆହ୍ୱାନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ କଶ୍ମୀରକୁ ପ୍ରସଙ୍ଗ କରି ପାକିସ୍ତାନରେ ଅନେକ ଥର ରାଲି କରିସାରିଛନ୍ତି।

https://twitter.com/ImranKhanPTI/status/1220722755672387586

ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ ସହଯୋଗ ମିଳିନାହିଁ। ଗତ ସେପ୍ଟେମ୍ୱରରେ ଇମ୍ରାନ୍ ନିଜେ ସ୍ୱୀକାର କରିଥିଲେ, କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ସମର୍ଥନ ମିଳୁନାହିଁ। ତେବେ ଇମ୍ରାନ୍ ଏବଂ ତାଙ୍କ ମନ୍ତ୍ରୀମାନେ ମୋଦି ସରକାରଙ୍କ ଧାରା ୩୭୦ ଉଚ୍ଛେଦକୁ ସହିନପାରି ଅନେକ ଟୁଇଟ୍ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story