ପ୍ରଥମ ଥର ପାଇଁ ଜିଲ୍ଲା ଜଜ୍‌ ହେଲେ ଆଇନ ସଚିବ

ନୂଆଦିଲ୍ଲୀ: ଜିଲ୍ଲା ଓ ସେସନ୍ସ ବିଚାରପତି ଅନୁପ କୁମାର ମେନ୍ଦିରାଟା ପ୍ରଥମ ଥର ପାଇଁ ବିଚାରପତି ଥାଇ କେନ୍ଦ୍ର ଆଇନ ସଚିବ ହୋଇପାରିଛନ୍ତି। କ୍ୟାବିନେଟ୍‌ ଅନୁମତି ପରେ ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, “କ୍ୟାବିନେଟ୍‌ର ନିଯୁକ୍ତି କମିଟି ଅନୁପ କୁମାର ମେନ୍ଦିରାଟାଙ୍କୁ ଆଇନ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜିଲ୍ଲା ଓ ସେସନ୍ସ ଜଜ୍‌ ଭାବେ କାର୍ଯ୍ୟରତ ଅଛନ୍ତି।” ଡିସେମ୍ବରରେ ଏହି ପଦବୀ ଖାଲି ହେବା […]

law

law

Subrat Kumar Nayak
  • Published: Tuesday, 15 October 2019
  • Updated: 15 October 2019, 07:12 PM IST

Sports

Latest News

ନୂଆଦିଲ୍ଲୀ: ଜିଲ୍ଲା ଓ ସେସନ୍ସ ବିଚାରପତି ଅନୁପ କୁମାର ମେନ୍ଦିରାଟା ପ୍ରଥମ ଥର ପାଇଁ ବିଚାରପତି ଥାଇ କେନ୍ଦ୍ର ଆଇନ ସଚିବ ହୋଇପାରିଛନ୍ତି। କ୍ୟାବିନେଟ୍‌ ଅନୁମତି ପରେ ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି, “କ୍ୟାବିନେଟ୍‌ର ନିଯୁକ୍ତି କମିଟି ଅନୁପ କୁମାର ମେନ୍ଦିରାଟାଙ୍କୁ ଆଇନ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜିଲ୍ଲା ଓ ସେସନ୍ସ ଜଜ୍‌ ଭାବେ କାର୍ଯ୍ୟରତ ଅଛନ୍ତି।”

ଡିସେମ୍ବରରେ ଏହି ପଦବୀ ଖାଲି ହେବା ପରେ କେନ୍ଦ୍ର ସରକାର ଗତ ଏପ୍ରିଲରେ ଏହି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରିଥିଲେ। ଏହି ପଦବୀରେ ବର୍ତ୍ତମାନର ବିଚାରପତି ବା ଅବସରପ୍ରାପ୍ତ ବିଚାରପତି ଆବେଦନ କରିପାରିବେ ବୋଲି କୁହାଯାଇଥିଲା। ଅନୁପଙ୍କ ପୂର୍ବରୁ ଆଲୋକ ଶ୍ରୀବାସ୍ତବ ଏହି ଦାୟିତ୍ୱରେ ଥିଲେ। ସୁରେଶ ଚନ୍ଦ୍ରଙ୍କ ଇସ୍ତଫା ପରେ ସେ ଏହାର ଅତିରିକ୍ତ ଦାୟତ୍ୱ ତୁଲାଉଥିଲେ।

ଅନୁପ ବର୍ତ୍ତମାନ ଦିଲ୍ଲୀର କାରକାରଡୁମା ଜିଲ୍ଲାରେ ଜିଲ୍ଲା ଓ ସେସନ୍ସ ଦାୟିତ୍ୱରେ ଅଛନ୍ତି। ଜେଏନ୍‌ୟୁ ଛାତ୍ରଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଅନୁମତି ଦେଇ ସେ ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story