ଛତିଶଗଡ଼: ଏନକାଉଣ୍ଟରେ ୫ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ଆଜି ପୋଲିସ୍‌ ଏନକାଉଣ୍ଟରରେ ୫ଜଣ ନକ୍ସଲ ନିହତ ହୋଇଛନ୍ତି। ଆଜି ସକାଳେ ସୁରକ୍ଷାକର୍ମୀମାନେ କମ୍ବିଂ  ଅପରେସନ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା। ଏଥିରେ ୫ରୁ ଅଧିକ ନକ୍ସଲ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।  ସେମାନଙ୍କ ପାଖରୁ ୩ଟି ୧୨ ବୋର ଓ ଗୋଟିଏ ୩୧୫ ରାଫଲ ଜବତ କରାଯାଇଛି।

mao

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 02:19 PM IST

Related story