ଜାତିସଂଘରେ ପୁଣି ପାକିସ୍ତାନର ପୋଲ୍ ଖୋଲିଲା ଭାରତ

ନ୍ୟୁୟର୍କ: ମଙ୍ଗଳବାର ମିଳିତ ଜାତିସଂଘର ଏକ ଭର୍ଚୁଆଲ୍ ବୈଠକ ହୋଇଥିଲା। ଏହି ବୈଠକରେ ପାକିସ୍ତାନର ପୋଲ୍ ଖୋଲିଛି ଭାରତ। ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ, ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମନ ଗଢ଼ା କାହାଣୀ ତିଆରି କରୁଥିବା ପାକିସ୍ତାନ ବିଶ୍ୱକୁ ଆତଙ୍କବାଦ ପ୍ରସଙ୍ଗରେ ଜ୍ଞାନ ନ ଦେଉ ବୋଲି ଭାରତ କହିଛି। ନିକଟରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିପାଇଁ ଭାରତକୁ ଦାୟୀ କରିଥିଲା ପାକିସ୍ତାନ। ଏମିତିକି ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣର ବାରମ୍ୱାର ଶିକାର […]

imran khan

imran khan

Subhransu Sekhar
  • Published: Wednesday, 08 July 2020
  • Updated: 08 July 2020, 03:47 PM IST

Sports

Latest News

ନ୍ୟୁୟର୍କ: ମଙ୍ଗଳବାର ମିଳିତ ଜାତିସଂଘର ଏକ ଭର୍ଚୁଆଲ୍ ବୈଠକ ହୋଇଥିଲା। ଏହି ବୈଠକରେ ପାକିସ୍ତାନର ପୋଲ୍ ଖୋଲିଛି ଭାରତ। ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନ, ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମନ ଗଢ଼ା କାହାଣୀ ତିଆରି କରୁଥିବା ପାକିସ୍ତାନ ବିଶ୍ୱକୁ ଆତଙ୍କବାଦ ପ୍ରସଙ୍ଗରେ ଜ୍ଞାନ ନ ଦେଉ ବୋଲି ଭାରତ କହିଛି। ନିକଟରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିପାଇଁ ଭାରତକୁ ଦାୟୀ କରିଥିଲା ପାକିସ୍ତାନ। ଏମିତିକି ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣର ବାରମ୍ୱାର ଶିକାର ହେଉଛି ବୋଲି ପାକ ସରକାର କହିଥିଲେ।

ମିଳିତ ଜାତିସଂଘ ଦ୍ୱାରା ଆୟୋଜିତ ଭରଚୁଆଲ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ମହାବୀର ସିଂଭି ଭାରତରୁ ପ୍ରତିନିଧିତ୍ୱ କରିଥିଲେ। ସେ କହିଛନ୍ତି ଦୀର୍ଘ ୧୨ ବର୍ଷ ପୂର୍ବେ, କାବୁଲରେ ଥିବା ଭାରତୀୟ ଦୂତାବାସକୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଦ୍ୱାରା ଆକ୍ରମଣ କରାଯାଇଥିଲା, ଏହି ଆକ୍ରମଣରେ ଅନେକ ଭାରତୀୟ ଏବଂ ଆଫଗାନିସ୍ତାନ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ମୁମ୍ବାଇ ଆକ୍ରମଣ (୨୦୦୮), ପଠାନକୋଟ (୨୦୧୬), ଉରି ଏବଂ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ କରିଥିବା ଦେଶ ବର୍ତ୍ତମାନ ବିଶ୍ୱକୁ ଉପଦେଶ ଦେଉଛି ବୋଲି ସେ କହିଛନ୍ତି।

“ବିଶ୍ୱ ମହାମାରୀର ମୁକାବିଲା ପାଇଁ ବିଶ୍ୱ ଏକାଠି ହୋଇଛି, ଅନ୍ୟପଟେ ପାକିସ୍ତାନ ସୀମା ଆରପାଟୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି। ପାକିସ୍ତାନ ମିଛ ବିବୃତ୍ତି ଦେବା ସହିତ ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସମସ୍ତ ସୁଯୋଗକୁ ଦୁରୂପଯୋଗ କରୁଛି। ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି”।

ସିଂହଭି ଏହି ଅବସରରେ କହିଛନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଲାଡେନଙ୍କୁ “ସହିଦ” ବୋଲି କହିଛନ୍ତି। ଯାହାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ମାନ୍ୟତା ମିଳିଛି। ଏଥିସବ ପାକିସ୍ତାନରେ ୪୦,୦୦୦ ରୁ ଅଧିକ ଆତଙ୍କବାଦୀ ଉପସ୍ଥିତି ଥିବା ପାକ୍ ସରକାର ସ୍ୱୀକାର କରିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଆନାଲିଟିକାଲ୍ ଆସିଷ୍ଟାଣ୍ଟ ଏବଂ ସାନ୍ସନ୍ ମନିଟରିଂ ଟିମ୍ ରିପୋର୍ଟ କହିଛି ଯେ ଆଫଗାନିସ୍ତାନରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦର ପ୍ରାୟ ୬,୫୦୦ ପାକିସ୍ତାନୀ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story