ସାରା ଏସିଆକୁ କନ୍ଦାଉଛି ଭାରତର ପିଆଜ ରପ୍ତାନୀ ବନ୍ଦ ନିଷ୍ପତ୍ତି

ନୂଆଦିଲ୍ଲୀ: କାଠମାଣ୍ଡରୁ କଲମ୍ବୋ ସବୁଆଡ଼େ ଏବେ ରୋଷେଇ ଘରେ ସ୍ୱପ୍ନ ପାଲଟିଛି ପିଆଜ। ଭାରତରେ ପିଆଜ ଦର ବୃଦ୍ଧି ପରେ ଏହାର ରପ୍ତାନୀ ଉପରେ କଟକଣା ଲାଗୁ କରାଯିବା ପାଇଁ ଏଠାକାର ସରକାରଙ୍କ ନିଷ୍ପତ୍ତି ଏଭଳି ସ୍ଥିତି ଉପୁଜାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ନେପାଳ ବାସିନ୍ଦାଙ୍କ ସମେତ ବେଶ୍‌ କିଛି ଏସୀୟ ରାଷ୍ଟ୍ରର ନାଗରିକ। ଭାରତରେ ମୌସୁମୀ ବିଳମ୍ବ ହେବା କାରଣରୁ ଅମଳ ପ୍ରଭାବିତ ହୋଇଥିବାବେଳେ ଏହାର ସବୁଠାରୁ ଅଧିକ ପ୍ରଭାବ ପିଆଜ ଉପରେ ପଡ଼ିଛି। ଏହି […]

pyaj

pyaj

Subrat Kumar Nayak
  • Published: Wednesday, 02 October 2019
  • Updated: 02 October 2019, 09:02 PM IST

Sports

Latest News

ନୂଆଦିଲ୍ଲୀ: କାଠମାଣ୍ଡରୁ କଲମ୍ବୋ ସବୁଆଡ଼େ ଏବେ ରୋଷେଇ ଘରେ ସ୍ୱପ୍ନ ପାଲଟିଛି ପିଆଜ। ଭାରତରେ ପିଆଜ ଦର ବୃଦ୍ଧି ପରେ ଏହାର ରପ୍ତାନୀ ଉପରେ କଟକଣା ଲାଗୁ କରାଯିବା ପାଇଁ ଏଠାକାର ସରକାରଙ୍କ ନିଷ୍ପତ୍ତି ଏଭଳି ସ୍ଥିତି ଉପୁଜାଇଛି। ଏଭଳି ଅଭିଯୋଗ ଆଣିଛନ୍ତି ନେପାଳ ବାସିନ୍ଦାଙ୍କ ସମେତ ବେଶ୍‌ କିଛି ଏସୀୟ ରାଷ୍ଟ୍ରର ନାଗରିକ। ଭାରତରେ ମୌସୁମୀ ବିଳମ୍ବ ହେବା କାରଣରୁ ଅମଳ ପ୍ରଭାବିତ ହୋଇଥିବାବେଳେ ଏହାର ସବୁଠାରୁ ଅଧିକ ପ୍ରଭାବ ପିଆଜ ଉପରେ ପଡ଼ିଛି।

ଏହି ପ୍ରସଙ୍ଗରେ ନେପାଳର ଜଣେ ଗୃହିଣୀ କହିଛନ୍ତି, ଗତ ମାସକରେ ହିଁ ପିଆଜ ଦର ୨ ଗୁଣା ହୋଇଛି। ଏଭଳି ଦର ବଢ଼ିବା ଭୟଙ୍କର ସ୍ଥିତି ଉପୁଜାଇଛି। ସୂଚନାଯୋଗ୍ୟ ଯେ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କାରେ ଭାରତ ଭଳି ବ୍ୟାପକ ପରିମାଣର ପିଆଜ ବ୍ୟବହୃତ ହୋଇଥାଏ। ଆଉ ଏହି ପିଆଜ ପାଇଁ ସେମାନେ ଭାରତ ଉପରେ ବହୁତ ନିର୍ଭର କରିଥା’ନ୍ତି।

ତେବେ ରବି ଋତୁରେ ବର୍ଷା ସ୍ୱାଭାବିକ ଭାବେ ହୋଇନଥିବାରୁ ଯେଉଁ ସ୍ଥିତି ଉପୁଜିଛି ଏହା ଏହି ଦେଶମାନଙ୍କର ବଜାର ଉପରେ ପଡ଼ିଛି। ଏଠାରେ ପିଆଜ ଦର ସିଧା କ୍ୱିଣ୍ଟାଲ ପ୍ରତି ୪୫୦୦ ଟଙ୍କାରେ ପହଞ୍ଚିଛି। ଏଭଳି ସ୍ଥିତି ପରେ ବାଂଲାଦେଶ ମ୍ୟାଁମାର, ଇଜିପ୍ଟ, ତୁର୍କୀ ଏବଂ ଚାଇନା ଆଦିରୁ ପିଆଜ ମଗାଇବା ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ଭାରତର ଏହି କଟକଣା ପରେ ଅନ୍ୟ ରାଷ୍ଟ୍ରମାନେ ଏଥିରୁ ଫାଇଦା ନେବାକୁ ଆରମ୍ଭ କରିଥିବା କିଛି ବାଂଲାଦେଶ ବ୍ୟବସାୟ ମତ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story