ଗାଁ ନା ସହର: କେଉଁଠି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ?

ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ମୁହଁ। ଗାଁରେ କମ୍ ସହରରେ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ଧାରଣା ଥିଲା। ହେଲେ ସମୟକ୍ରମେ ଏହା ବଦଳିଯାଇଛି। ଏବେ ସହରରେ ରହୁଥିବା ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା ଗାଁ ତୁଳନାରେ କମ୍। ଏହା ଲକଡାଉନ୍ ପାଇଁ ନୁହେଁ ବରଂ ଗତବର୍ଷ ନଭେମ୍ୱରରୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ବଢ଼ିଛି। ପ୍ରଥମ ଥର ପାଇଁ ଦେଶରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି। ଇଣ୍ଟରନେଟ୍ […]

INTERNET

INTERNET

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 05:44 PM IST

Sports

Latest News

ନୂଆଦିଲ୍ଲୀ: ଦେଶ ଏବେ ଡିଜିଟାଲ ମୁହଁ। ଗାଁରେ କମ୍ ସହରରେ ଅଧିକ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ଧାରଣା ଥିଲା। ହେଲେ ସମୟକ୍ରମେ ଏହା ବଦଳିଯାଇଛି। ଏବେ ସହରରେ ରହୁଥିବା ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା ଗାଁ ତୁଳନାରେ କମ୍। ଏହା ଲକଡାଉନ୍ ପାଇଁ ନୁହେଁ ବରଂ ଗତବର୍ଷ ନଭେମ୍ୱରରୁ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ସହରାଞ୍ଚଳ ତୁଳନାରେ ବଢ଼ିଛି।

ପ୍ରଥମ ଥର ପାଇଁ ଦେଶରେ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି। ଇଣ୍ଟରନେଟ୍ ଆଣ଼୍ଡ ମୋବାଇଲ୍ ଆସୋସିଏସନ ଅଫ୍ ଇଣ୍ଡିଆ (ଆଇଏଏମଏଆଇ) ଏଭଳି ରିପୋର୍ଟ ଦେଇଛି। ଗତ ବର୍ଷ ନଭେମ୍ୱର ମାସରେ ଗ୍ରାମାଞ୍ଚଳରେ ୨୨୭ ନିୟୁତ ଲୋକ ଇଣ୍ଟରନେଟ୍ ବ୍ୟବହାର କରିଥିବା ବେଳେ ସହରାଞ୍ଚଳରେ ୨୦୫ ନିୟୁତ ଇଣ୍ଟରନେଟ୍ ୟୁଜର ଥିଲେ। ଦେଶରେ ବର୍ତ୍ତମାନ ୫୦୪ ନିୟୁତ ଇଣ୍ଟରନେଟ୍ ୟୁଜର ରହିଛନ୍ତି।

ତେବେ ଅଧିକ ସମୟଧରି ଇଣ୍ଟରନେଟରେ ସଂଯୋଗ ହୋଇ ରହୁଛନ୍ତି ସହରାଞ୍ଚଳବାସୀ। ଦେଶର ୭୦ ପ୍ରତିଶତ ଲୋକ ପ୍ରତିଦିନ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ପ୍ରତି ୧୦ ଜଣ ସହରାଞ୍ଚଳ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ମଧ୍ୟରୁ ୯ ଜଣ ସପ୍ତାହରେ ଥରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଗତବର୍ଷ ମାର୍ଚ୍ଚ ପାଖରୁ ପ୍ରତିଦିନ ୩୦ ମିଲିଅନ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ବୋଲି ଜଣାପଡ଼ିଛି।

କମ୍ ଦାମ ମୋବାଇଲରେ ଇଣ୍ଟରନେଟ୍ ସଂଯୋଗ ହେବାର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଫିଚର ଏବଂ ଇଣ୍ଟରନେଟ୍ ପ୍ୟାକେଜର ଦାମ କମିବାରୁ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି ବୋଲି ଏହି ରୋପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ସାଧାରଣ ଦିନ ତୁଳନାରେ ରବିବାର ଏବଂ ଛୁଟିଦିନରେ ପ୍ରାୟ ଏକ-ତୃତୀୟାଂଶ ଉପଭୋକ୍ତା ଘଣ୍ଟାରୁ ଅଧିକ ସମୟ ଇଣ୍ଟରନେଟରେ ବ୍ୟବହାର କରୁଛନ୍ତି।

ସେହିଭଳି ପୁରୁଷଙ୍କ ତୁଳନାରେ ମହିଳା ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ବଢ଼ିଛି। ମହିଳା ଇଣ୍ଟରନେଟ୍ ବ୍ୟବହାରୀଙ୍କ ସଂଖ୍ୟା ୨୬ ନିୟୁତକୁ ବଢ଼ିଥିବା ବେଳେ ପୁରୁଷ ଇଣ୍ଟରନେଟ୍ ବ୍ୟବହାର କାରୀଙ୍କ ସଂଖ୍ୟା ୨୧ ପ୍ରତିଶତ ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story