ଭାରତୀୟ ସେନାରେ ତୁରନ୍ତ ଆଧୁନୀକିକରଣ ଦରକାର, ନହେଲେ ଆଗାମୀ ଯୁଦ୍ଧରେ...

ନୂଆଦିଲ୍ଲୀ: ସେନା ମୁଖ୍ୟ ବିପିନ ରାୱତ ନିଜସ୍ୱ ଜ୍ଞାନକୌଶଳରେ ତିଆରି ହେଉଥିବା ଡିଫେନ୍ସ ଟେକ୍ନୋଲୋଜି ଉପରେ ଜୋର ଦେଇଛନ୍ତି। ଦିଲ୍ଲୀରେ ସେନା ଟେକ୍ନୋଲୋଜି ସେମିନାରରେ ରାୱତ କହିଛନ୍ତି, “ସମୟ ଆସିଗଲାଣି ଭାରତ ଆମଦାନୀ ଉପରେ କମ୍‌ ନିର୍ଭର କରି ଆଗାମୀ ଯୁଦ୍ଧ ନିଜେ ତିଆରି ଅସ୍ତ୍ରଶସ୍ତ୍ରରେ ଲଢୁ।’’ ଏହାସହ ସେ ଆର୍ମ୍ଡଫୋର୍ସର ଆଧୁନିକିକରଣ ଉପରେ ମଧ୍ୟ ଜୋର ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଭାରତୀୟ ସେନାର ଆଧୁନୀକିକରଣ ପାଇଁ ଗତବର୍ଷରୁ ଯୋଜନା ହୋଇସାରିଛି। ଏବେ ଭାରତୀୟ ସେନା ବ୍ୟବହାର […]

army

army

Rakesh Mallick
  • Published: Monday, 08 January 2018
  • Updated: 08 January 2018, 07:51 PM IST

Sports

Latest News

ନୂଆଦିଲ୍ଲୀ: ସେନା ମୁଖ୍ୟ ବିପିନ ରାୱତ ନିଜସ୍ୱ ଜ୍ଞାନକୌଶଳରେ ତିଆରି ହେଉଥିବା ଡିଫେନ୍ସ ଟେକ୍ନୋଲୋଜି ଉପରେ ଜୋର ଦେଇଛନ୍ତି। ଦିଲ୍ଲୀରେ ସେନା ଟେକ୍ନୋଲୋଜି ସେମିନାରରେ ରାୱତ କହିଛନ୍ତି, “ସମୟ ଆସିଗଲାଣି ଭାରତ ଆମଦାନୀ ଉପରେ କମ୍‌ ନିର୍ଭର କରି ଆଗାମୀ ଯୁଦ୍ଧ ନିଜେ ତିଆରି ଅସ୍ତ୍ରଶସ୍ତ୍ରରେ ଲଢୁ।’’

ଏହାସହ ସେ ଆର୍ମ୍ଡଫୋର୍ସର ଆଧୁନିକିକରଣ ଉପରେ ମଧ୍ୟ ଜୋର ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତୀୟ ସେନାର ଆଧୁନୀକିକରଣ ପାଇଁ ଗତବର୍ଷରୁ ଯୋଜନା ହୋଇସାରିଛି। ଏବେ ଭାରତୀୟ ସେନା ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରକୁ ଆଗାମୀ କିଛିବର୍ଷ ମଧ୍ୟରେ ବଦଳାଇ ଦିଆଯିବ।

ରାୱତ କହିଛନ୍ତି, “ଏବେ ଅସ୍ତ୍ରଶସ୍ତ୍ର ଆଧୁନୀକିକରଣର ଆବଶ୍ୟକତା ଅଧିକ ହୋଇଯାଇଛି। କାରଣ ଆଗାମୀ ଦିନରେ ଯଦି ଯୁଦ୍ଧ ହୁଏ, ଆମକୁ ଅଧିକ କଠିନ ପରିସ୍ଥିତିରେ ଯୁଦ୍ଧ କରିବାକୁ ପଡ଼ିବ।”

କ’ଣ ରହିଛି ଅସ୍ତ୍ରଶସ୍ତ୍ର ଆଧୁନୀକିକରଣ ଯୋଜନା

ଆର୍ମି ୪୦,୦୦୦ କୋଟି ଟଙ୍କାର ମେଗା ପ୍ଲାନ କରିଛି। ଏଥିରେ ଆର୍ମିକୁ ପୁରୁଣା ଅସ୍ତ୍ରଶସ୍ତ୍ର ସ୍ଥାନରେ ନୂଆ ଅସ୍ତ୍ରଶସ୍ତ୍ର ଦିଆଯିବ। ବର୍ତ୍ତମାନ ପରିସ୍ଥିତିରେ ଦେଶକୁ ପଶ୍ଚିମ ଓ ପୂର୍ବ ସୀମାରେ ବିପଦ ରହିଛି। ତେଣୁ ଯେତେ ଶୀଘ୍ର ସମ୍ଭବ ନୂଆ ଅସ୍ତ୍ରଶସ୍ତ୍ର ଭାରତୀୟ ସେନାକୁ ଦିଆଯବାକୁ ଯୋଜନା କରାଯାଉଛି। ଏପରି ହେଲେ ଭାରତୀୟ ସୈନ୍ୟ ଆଧୁନିକ ରାଇଫଲ, ହାଲକା ମେସିନ ଗନ୍‌ ଓ କାର୍ବାଇନ ପରି ଅସ୍ତ୍ରଶସ୍ତ୍ର ବ୍ୟବହାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story