ଭାରତୀୟ ଯବାନଙ୍କୁ ମିଠା ବାଣ୍ଟିଲେ ପାକିସ୍ତାନ ଯବାନ

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କୁ ମିଠା ବାଣ୍ଟିଛନ୍ତି ପାକିସ୍ତାନ ଯବାନ। ଆଜି ଏପରି କିଛି ଦୃଶ୍ୟ ଅଟାରୀ-ୱାଘା ବର୍ଡରରେ ଦେଖିବାକୁ ମିଳିଥିଲା। ଉଭୟ ଦେଶ ମଧ୍ୟରେ କିଛି ଦିନ ଧରି ଲାଗି ରହିଥିବା ତିକ୍ତତାକୁ ଭୁଲି ମିଠା ଦେଇଛନ୍ତି ପାକିସ୍ତାନ ରେଞ୍ଜର୍ସ। ଆଜି ପାକିସ୍ତାନ ଜାତୀୟ ଦିବସ ଅବସରରେ ପାକିସ୍ତାନ ରେଞ୍ଜର୍ସଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ ଭାରତୀୟ ଯବାନ। ଏଥିସହ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ପାକିସ୍ତାନର ଜାତୀୟ ଦିବସ ପାଳିତ ହୋଇଛି।  

pajk

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 03:43 PM IST

Related story