ପୂର୍ବ ରେକର୍ଡ ଭାଙ୍ଗୁଛି କରୋନା, ବଢ଼ୁଛି ଆକ୍ରାନ୍ତ ଏବଂ ଆରୋଗ୍ୟ ହାର

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ପୂର୍ବ ରେକର୍ଡ ଭାଙ୍ଗିଛି। ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୭୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୩୧,୮୬୮। ଏବେ ୭୩୫୬୦ ଜଣ ଚିକିତ୍ସାଧୀନ ରହିଛନ୍ତି। ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ମୋଟ୍ ୫୪,୪୪୦ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଶନିବାର ଏହି ସଂଖ୍ୟା ଥିଲା ୫୧,୭୮୩। ଏବେ ଦେଶରେ […]

coronavirus-in-asia

coronavirus-in-asia

Subhransu Sekhar
  • Published: Sunday, 24 May 2020
  • Updated: 24 May 2020, 09:49 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ପୂର୍ବ ରେକର୍ଡ ଭାଙ୍ଗିଛି। ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୭୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଛି ୧୩୧,୮୬୮। ଏବେ ୭୩୫୬୦ ଜଣ ଚିକିତ୍ସାଧୀନ ରହିଛନ୍ତି।

ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ମୋଟ୍ ୫୪,୪୪୦ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଶନିବାର ଏହି ସଂଖ୍ୟା ଥିଲା ୫୧,୭୮୩। ଏବେ ଦେଶରେ କରୋନା ଆରୋଗ୍ୟ ହାର ୪୧.୨୮% ହୋଇଛି। ସେହିପରି ୨୪ ଘଣ୍ଟାରେ ୧୫୭ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତକଙ୍କ ସଂଖ୍ୟା ୩,୮୬୭ ଛୁଇଁଛି।

ମହାରାଷ୍ଟ୍ରରେ ୪୭,୧୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ମୁମ୍ବାଇରୁ ୨୮,୮୧୭ ସଂକ୍ରମିତ ହୋଇଛନ୍ତି। ଏଯାବତ ମହାରାଷ୍ଟ୍ରରେ ୧,୫୭୭ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହାପରେ ତାମିଲନାଡୁରେ ୧୫,୫୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜୁରାଟରେ ୧୩,୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୨୯ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧୦ ଛୁଇଁଥିବାବେଳେ ୨୩୧ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଦିଲ୍ଲୀରେ ଆକ୍ରାନ୍ତଙ୍କ ମୃତ୍ୟୁ ହାର ପ୍ରାୟ ୧.୮% ରହିଥିବାବେଳେ ୧୧ ମଇରେ ୧% ବୃଦ୍ଧି ପାଇଛି। ଏହି ହାର ଜାତୀୟ ହାର ଠାରୁ ୩% କମ୍ ରହିଛି।

ତେବେ ସାତୋଟି ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଦିଲ୍ଲୀ, ମଧ୍ୟପ୍ରଦେଶ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନର ୧୧ ଟି ମ୍ୟୁନିସିପାଲିଟି ଅଞ୍ଚଳରୁ ମାମଲାର ୭୦% ରିପୋର୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story