‘ଭାରତର ସମ୍ବିଧାନ ବହି’ର ଡିଜିଟାଲ ସଂସ୍କରଣ ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭବନରେ ‘ଭାରତର ସମ୍ବିଧାନ ବହି’ର ଡିଜିଟାଲ ସଂସ୍କରଣ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, “ସାରା ଦୁନିଆରେ ପରିବର୍ତ୍ତନ ଆସିଛି, ଏହାସହ ଆମକୁ ତାଳ ଦେଇ ଚାଲିବାକୁ ପଡିବ।” ମୋଦି କହିଛନ୍ତି,“ନଭେମ୍ବର ୨୬ ତାରିଖକୁ ୨୦୧୫ରୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଛାତ୍ରମାନେ ଆମ ସମ୍ବିଧାନ ବିଷୟରେ ଦିନେ ପଢିବା ଦରକାର। କର୍ତ୍ତବ୍ୟ ଭାବ ଯୋଗୁଁ ଦେଶ ସ୍ୱାଧୀନ ହୋଇଛି। ନଭେମ୍ବର ୨୬ ବିନା ଜାନୁଆରୀ ୨୬ କିଛି […]

cm

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 02:21 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭବନରେ ‘ଭାରତର ସମ୍ବିଧାନ ବହି’ର ଡିଜିଟାଲ ସଂସ୍କରଣ ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି, “ସାରା ଦୁନିଆରେ ପରିବର୍ତ୍ତନ ଆସିଛି, ଏହାସହ ଆମକୁ ତାଳ ଦେଇ ଚାଲିବାକୁ ପଡିବ।”

ମୋଦି କହିଛନ୍ତି,“ନଭେମ୍ବର ୨୬ ତାରିଖକୁ ୨୦୧୫ରୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଛାତ୍ରମାନେ ଆମ ସମ୍ବିଧାନ ବିଷୟରେ ଦିନେ ପଢିବା ଦରକାର। କର୍ତ୍ତବ୍ୟ ଭାବ ଯୋଗୁଁ ଦେଶ ସ୍ୱାଧୀନ ହୋଇଛି। ନଭେମ୍ବର ୨୬ ବିନା ଜାନୁଆରୀ ୨୬ କିଛି ମାନେ ରଖେ ନାହିଁ।”

Related story