ପାକ୍‌ ସହ ଆଲୋଚନାର ଦ୍ୱାର ବନ୍ଦ, ଏବେ କେବଳ କାର୍ଯ୍ୟାନୁଷ୍ଠାନ: ମୋଦି

ନୂଆଦିଲ୍ଲୀ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାର ଏକ ପ୍ରକାରର ସ୍ଥିର କରି ସାରିଛନ୍ତି। ପ୍ରଥମେ କୂଟନୀତିକ ଓ ଆର୍ଥିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିଥିବା ଭାରତ ସରକାର ପୁଣିଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପୁଲୱାମା ଆକ୍ରମଣ ପରେ କିଛି ବ୍ୟକ୍ତି ଓ ରାଜନୀତିକ ଦଳ ପାକିସ୍ତାନ ସହ ଆଲୋଚନା କରିବାକୁ ଓକିଲାତି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ […]

u

u

Hemant Lenka
  • Published: Monday, 18 February 2019
  • Updated: 18 February 2019, 08:01 PM IST

Sports

Latest News

ନୂଆଦିଲ୍ଲୀ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ସରକାର ଏକ ପ୍ରକାରର ସ୍ଥିର କରି ସାରିଛନ୍ତି। ପ୍ରଥମେ କୂଟନୀତିକ ଓ ଆର୍ଥିକ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିଥିବା ଭାରତ ସରକାର ପୁଣିଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ପୁଲୱାମା ଆକ୍ରମଣ ପରେ କିଛି ବ୍ୟକ୍ତି ଓ ରାଜନୀତିକ ଦଳ ପାକିସ୍ତାନ ସହ ଆଲୋଚନା କରିବାକୁ ଓକିଲାତି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଆଜି ମୋଦି କହିଛନ୍ତି, ପାକିସ୍ତାନ ସହ ଆଲୋଚନା କରିବାର ସମୟ ଶେଷ ହୋଇଯାଇଛି।

ଏବେ କେବଳ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସି ଯାଇଛି। ଆମେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦ ପ୍ରସଙ୍ଗ ଅନେକ ଥର ଉଠାଇଲୁ। ଅନେକ ରାଷ୍ଟ୍ରକୁ ଆତଙ୍କବାଦର ଭୟାବହତା ବିଷୟରେ କହିଲୁ। କିନ୍ତୁ ଏବେ ଆଉ ଆଲୋଚନା ହେବନାହିଁ। ଏବେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି। ”

ମୋଦି ପାକିସ୍ତାନ ନାଁ ନେଇ କହିଛନ୍ତି, “ ଆତଙ୍କବାଦୀ ସମଗ୍ର ବିଶ୍ୱର ଶାନ୍ତି ଓ ସ୍ଥିରତା ପ୍ରତି ବିପଦ। ପୁଲୱାମାରେ ହୋଇଥିବା ଭୟଙ୍କର ଆକ୍ରମଣ ଗୋଟିଏ କଥା କହୁଛି, ଏବେ ଆଉ ଆଲୋଚନା ପାଇଁ ସମୟ ନାହିଁ। ଆତଙ୍କବାଦୀ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ଉପରେ ଏବେ କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ। ବିଶ୍ୱ ଏବେ ଆତଙ୍କବାଦ ବିରୋଧରେ ଏକାଠି ହେବା ସହ ଯିଏ ଏହାକୁ ପ୍ରୋତ୍ସାହନ କରୁଛି, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଜାରି ଯୁଗ୍ମ ବିବୃତିରେ ମୋଦି ଏକଥା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story