କରୋନା ପରେ ବି ‘ଏନର୍ଜି ଡିମାଣ୍ଡ’ରେ ଭାରତ ଆଗରେ ରହିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭାରତ ପୂର୍ବରୁ ‘ଏନର୍ଜି ଡିମାଣ୍ଡ’ ବା ବିଶ୍ୱ ଉର୍ଜା ଚାହିଦାରେ ଯେପରି ଆଗରେ ଥିଲା କରୋନା ପରେ ମଧ୍ୟ ତାହା ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ଯୋଗେ ସେ ଏଭଳି ମତ ଦେଇଛନ୍ତି। Reiterated to my counterparts at the #G20 Energy Ministers Summit Hon. PM @narendramodi’s appeal of not letting a purely economic agenda […]

Dharmendra-Pradhan

Dharmendra-Pradhan

Subrat Kumar Nayak
  • Published: Friday, 10 April 2020
  • Updated: 10 April 2020, 10:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ପୂର୍ବରୁ ‘ଏନର୍ଜି ଡିମାଣ୍ଡ’ ବା ବିଶ୍ୱ ଉର୍ଜା ଚାହିଦାରେ ଯେପରି ଆଗରେ ଥିଲା କରୋନା ପରେ ମଧ୍ୟ ତାହା ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ ଭିଡିଓ କନଫରେନ୍ସିଂ ଯୋଗେ ସେ ଏଭଳି ମତ ଦେଇଛନ୍ତି।
https://twitter.com/dpradhanbjp/status/1248621629548007425?s=20
ସାଉଦି ପ୍ରିନ୍ସ ଅବଦୁଲ ଅଜିଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ପକ୍ଷରୁ ଶ୍ରୀ ପ୍ରଧାନ ସାମ୍ପ୍ରତିକ ପରିସ୍ଥିତିରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଏହି ଅବସରରେ କହିଛନ୍ତି, ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ସମୟରେ ଏଲ୍‌ପିଜି ଛଡା ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍ ହୋଇଛି । ଦେଶର ୮୦.୩ ମିଲିଅନରୁ ଉର୍ଦ୍ଧ୍ୱ ଗରିବ ପରିବାରକୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ମାଗଣା ଏଲପିଜି ଯୋଗାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି କରିଛନ୍ତି। ଏପରିକି ସମଗ୍ର ଦେଶରେ ୨୩ ବିଲିଅନ ଡଲାର ଆର୍ଥିକ ପ୍ୟାକେଜରେ ମାଗଣା ଏଲ୍‌ପିଜି ଯୋଗାଣ କାରଣରୁ ଏହାର ଚାହିଦା ଦେଶରେ ବଢ଼ିଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଭାରତରେ ବଢ଼ୁଥିବା ଏଲ୍‌ପିଜି ଆବଶ୍ୟକତାକୁ ଦେଶର ପାରମ୍ପରିକ ବନ୍ଧୁ ରାଷ୍ଟ୍ର ଗୁଡିକ ପୂରଣ କରୁଥିବାରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

ସେହିପରି ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମାନଙ୍କ ପାଇଁ ଉଚିତ୍ ମୂଲ୍ୟ ତଥା କ୍ରୟ କରୁଥିବା ଭାରତ ପରି ଦେଶମାନଙ୍କ ପାଇଁ କଷ୍ଟ ନହେବା ପରି ମୂଲ୍ୟ ନେଇ ଭାରତର ପୂର୍ବ ମତକୁ ଏହି ସମ୍ମିଳନୀରେ ସେ ଦୋହରାଇଥିଲେ। ବିଶ୍ୱର ତୈଳ ଚାହିଦା କମ୍ ହେଉଥିବା ବେଳେ ଆଗାମୀ ଦିନରେ ଇନ୍ଧନ ଚାହିଦା ବଢ଼ାଇ ଯୋଗାଣକୁ ବୃଦ୍ଧି କରି ଉତ୍ପାଦନକାରୀ ଦେଶମାନେ ମୂଲ୍ୟ କମ୍ ରଖିବା ସମୟର ଆବଶ୍ୟକତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଚାଇନା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ସାଉଥ କୋରିଆ, ଋଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କି, ଆମେରିକା, ଇଂଲଣ୍ଡ, ସ୍ପେନ, ସିଙ୍ଗାପୁର, ସୁଇଜରଲ୍ୟାଣ୍ଡ ଏବଂ ୟୁରୋପୀୟ ୟୁନିୟନ ତଥା ବିଶ୍ୱ ତୈଳ ସଂଗଠନମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story