ଭଲି ବଲ ଖେଳ ବେଳେ ବିସ୍ଫୋରଣ, ଜଣେ ମୃତ

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଛନ୍ତି। ଜିଲ୍ଲାର  ଅଜନାଲା ତହସିଲ ଅନ୍ତର୍ଗତ କୋଟଲକାଜିଆନ ଗାଁରେ ଏହି ବିସ୍ଫୋରଣ ଘଟିଛି। ମୃତକ ଜଣକ ହେଉଛନ୍ତି ୧୫ ବର୍ଷୀୟ ନାବାଳକ । ରବିବାର ରାତି ୧୦ଟାରେ ଏହି ବିସ୍ଫୋଣ ଘଟିଛି। ଭଲି ବଲ ପ୍ରତିଯୋଗତା ଚାଲିଥିବା ବେଳେ ହଠାତ୍‌ ଏହି ଅଘଟଣ ଘଟିଛି। କୁହାଯାଉଛି ଭଲି ବଲ ଖେଳ ପରେ ପଟାକା ଫୁଟାଇ ଉତ୍ସବ ମନାଯାଉଥିଲା।  […]

Blast

Tapas Behera
  • Published: Monday, 18 April 2022
  • , Updated: 18 April 2022, 10:59 AM IST

ଅମୃତସର: ପଞ୍ଜାବର ଅମୃତସର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଛନ୍ତି। ଜିଲ୍ଲାର  ଅଜନାଲା ତହସିଲ ଅନ୍ତର୍ଗତ କୋଟଲକାଜିଆନ ଗାଁରେ ଏହି ବିସ୍ଫୋରଣ ଘଟିଛି। ମୃତକ ଜଣକ ହେଉଛନ୍ତି ୧୫ ବର୍ଷୀୟ ନାବାଳକ । ରବିବାର ରାତି ୧୦ଟାରେ ଏହି ବିସ୍ଫୋଣ ଘଟିଛି। ଭଲି ବଲ ପ୍ରତିଯୋଗତା ଚାଲିଥିବା ବେଳେ ହଠାତ୍‌ ଏହି ଅଘଟଣ ଘଟିଛି। କୁହାଯାଉଛି ଭଲି ବଲ ଖେଳ ପରେ ପଟାକା ଫୁଟାଇ ଉତ୍ସବ ମନାଯାଉଥିଲା।  ତେବେ ଖାମଖିଆଲି ହୋଇ ଫୁଟାଉଥିବାରୁ ଏହା ବୁମେରାଂ ହୋଇ ଜଣକ ଜୀବନ ଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Related story