ସରିଲା ଗଣତନ୍ତ୍ର ସମାରୋହ, ଆକାଶରେ ଚମିକିଲେ ହଜାରେ ଡ୍ରୋନ୍‌

ନୂଆଦିଲ୍ଲୀ: ଶନିବାର ଭବ୍ୟସମାରୋହରେ ଗଣତନ୍ତ୍ର ଦିବସ ଉଦ୍‌ଯାପିତ ହୋଇଛି। ଦିଲ୍ଲୀର ବିଜୟଚୌକଠାରେ ବିଟିଂ ରିଟ୍ରିଟ ସମାରୋହ ମାଧ୍ୟମରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଯୋଗ ଦେବାକୁ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପାଖାପାଖି ମେଡ୍‌-ଇନ୍-ଇଣ୍ଡିଆ-ଡ୍ରୋନ୍‌ ଆକାଶରେ ଉଡ଼ିଥିଲା। ବିଭିନ୍ନ ଭଙ୍ଗୀରେ ଉଡ଼ାଯାଇଥିବା ଏହି ଡ୍ରୋନ୍ କାର୍ଯ୍ୟକ୍ରମର ମୁଖ୍ୟ […]

ioi

ioi

Tapas Behera
  • Published: Saturday, 29 January 2022
  • Updated: 29 January 2022, 08:44 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ଭବ୍ୟସମାରୋହରେ ଗଣତନ୍ତ୍ର ଦିବସ ଉଦ୍‌ଯାପିତ ହୋଇଛି। ଦିଲ୍ଲୀର ବିଜୟଚୌକଠାରେ ବିଟିଂ ରିଟ୍ରିଟ ସମାରୋହ ମାଧ୍ୟମରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଯୋଗ ଦେବାକୁ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ପାଖାପାଖି ମେଡ୍‌-ଇନ୍-ଇଣ୍ଡିଆ-ଡ୍ରୋନ୍‌ ଆକାଶରେ ଉଡ଼ିଥିଲା। ବିଭିନ୍ନ ଭଙ୍ଗୀରେ ଉଡ଼ାଯାଇଥିବା ଏହି ଡ୍ରୋନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲା।  ସେହିପରି ଦିଲ୍ଲୀ ଆଇଆଇଟି ସହଯୋଗରେ  ବୋଲତାବ୍‌  ଡାଇନାମିକ୍‌ ପକ୍ଷରୁ  ଲେଜର ସୋ’ର ମଧ୍ୟ ଆୟୋଜନ କରାଯାଥିଲା ।  ବିଟିଂ ରିଟ୍ରିଟ୍‌ ଉତ୍ସବ ସହ ଦେଶର ୭୩ ତମ ଗଣତନ୍ତ୍ର ସମାରୋହ ଶେଷ ହୋଇଛି। ଜାନୁଆରୀ ୨୩ ତଥା ନେତାଜୀଙ୍କ ଜୟନ୍ତୀଠାରୁ ଆରମ୍ଭ ହୋଥିଲା। ପ୍ରଥମଥର ପାଇଁ ବିଟିଂ ରିଟ୍ରିଟରେ ୧୦୦୦ ଡ୍ରୋନ୍‌ ଆଲୋକମାଳା ସହ ଚମକିଥିବାରୁ ବେଶ ଗୌରବର ବିଷୟ ଥିଲା। ୟୁକେ, ଋସିଆ, ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତାର ପାହାଚକୁ ଛୁଇଁପାରିଛି ।

ପ୍ରତିବର୍ଷ ଜାନୁଆରୀ ୨୯ ରେ ଦେଶର ରାଜଧାନୀର ବିଜୟଚୌକ ଠାରେ ବିଟିଂ ରିଟ୍ରିଟ ସମାରୋହ ଆୟୋଜନ କରାଯାଏ।  ଏଥି ସହିତ ଗଣତନ୍ତ୍ର ଦିବସ ସମାପନ ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story