୨ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୯୦୦ କୋଟି ଟଙ୍କା

ପଟନା: ବିହାରରେ ଲୋକଙ୍କ ଆକାଉଣ୍ଟକୁ ଅଚାନକ ଟଙ୍କା ଆସିବା ଲଗାତର ଜାରି ରହିଛି। ନିକଟରେ ଖଗଡ଼ିଆରେ ଜଣେ ଯୁବକଙ୍କ ଆକାଉଣ୍ଟକୁ ସାଢ଼େ ୫ଲକ୍ଷ ଟଙ୍କା ଆସିଥିଲା। ଆଉ ଏବେ କଟିହାରରେ ଦୁଇ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷେ କି କୋଟିଏ ନୁହେଁ, ଏକାଥରରେ ୯୦୦ କୋଟିରୁ ଅଧିକ ଟଙ୍କା ଆସିଛି। ଆଉ ଯେମିତି ଏହି ଖବର ପ୍ରସାରିତ ହେଲା, ବିପୁଳ ସଂଖ୍ୟାରେ ଲୋକେ ବ୍ୟାଙ୍କ ପହଞ୍ଚି ଥିଲେ ଏବଂ ନିଜ ନିଜ ଆକାଉଣ୍ଟ ଚେକ୍ କରିବାକୁ ଲାଗିଲେ। […]

rupees

rupees

Ranjit Kumar Jena
  • Published: Thursday, 16 September 2021
  • Updated: 16 September 2021, 02:50 PM IST

Sports

Latest News

ପଟନା: ବିହାରରେ ଲୋକଙ୍କ ଆକାଉଣ୍ଟକୁ ଅଚାନକ ଟଙ୍କା ଆସିବା ଲଗାତର ଜାରି ରହିଛି। ନିକଟରେ ଖଗଡ଼ିଆରେ ଜଣେ ଯୁବକଙ୍କ ଆକାଉଣ୍ଟକୁ ସାଢ଼େ ୫ଲକ୍ଷ ଟଙ୍କା ଆସିଥିଲା। ଆଉ ଏବେ କଟିହାରରେ ଦୁଇ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷେ କି କୋଟିଏ ନୁହେଁ, ଏକାଥରରେ ୯୦୦ କୋଟିରୁ ଅଧିକ ଟଙ୍କା ଆସିଛି। ଆଉ ଯେମିତି ଏହି ଖବର ପ୍ରସାରିତ ହେଲା, ବିପୁଳ ସଂଖ୍ୟାରେ ଲୋକେ ବ୍ୟାଙ୍କ ପହଞ୍ଚି ଥିଲେ ଏବଂ ନିଜ ନିଜ ଆକାଉଣ୍ଟ ଚେକ୍ କରିବାକୁ ଲାଗିଲେ। ବ୍ୟାଙ୍କ ବାହାରେ ମଧ୍ୟ ଲୋକଙ୍କର ଲମ୍ବା ଧାଡ଼ି ଲାଗି ରହିଥିଲା।

ବିହାର କଟିହାରର ଦୁଇ ଛାତ୍ର ଗୁରୁଚରଣ ବିଶ୍ୱାସ ଓ ଆଶିଷ କୁମାରଙ୍କ ଆକାଉଣ୍ଟକୁ ୯୦୦ରୁ ଅଧିକ କୋଟି ଟଙ୍କା ଆସିଛି। ଦୁଇ ଛାତ୍ର କଟିହାର ଜିଲ୍ଲାରେ ବଗୌର ପଞ୍ଚାୟତର। ଦୁହିଁଙ୍କ ବ୍ୟାଙ୍କ ଆକାଉଣ୍ଟ ଉତ୍ତର ବିହାର ଗ୍ରାମୀଣ ବ୍ୟାଙ୍କରେ ରହିଛି। ସ୍କୁଲ ୟୁନିଫର୍ମ ପାଇଁ ବ୍ୟାଙ୍କକୁ ଟଙ୍କା ଆସିଥାଏ। ଆଉ ସେହି ଟଙ୍କା ଚେକ୍ କରିବା ପାଇଁ ଦୁଇ ଛାତ୍ର ବ୍ୟାଙ୍କକୁ ଯାଇଥିଲେ। ଆକାଉଣ୍ଟ ଚେକ୍ କଲା ବେକଳୁ ଖାତାରେ ୯୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଆସିଥିବା ଜାଣିବାକୁ ପାଇଲେ। ଏହା ଦେଖି ଦୁଇ ଛାତ୍ରଙ୍କ ସମେତ ବ୍ୟାଙ୍କ କର୍ମକାରୀ ମଧ୍ୟ ଚକିତ ହୋଇପଡ଼ିଥିଲେ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଆଶିଷଙ୍କ ଖାତାକୁ ୬.୨ କୋଟି ଟଙ୍କା ଏବଂ ଗୁରୁଚରଣଙ୍କ ଆକାଉଣ୍ଟକୁ ୯୦୦ କୋଟି ଟଙ୍କା ଆସିଛି। ଏହି ଘଟଣାରେ ପୁଲିସ୍ ତଦନ୍ତ ଆରମ୍ଭ କରିଦେଇଛି।

ଏ ନେଇ କଟିହାର ଜିଲ୍ଲା ମାଜିଷ୍ଟ୍ରେଟ୍ ଉଦୟ ମିଶ୍ର କହିଛନ୍ତି, ବୁଧବାର ସନ୍ଧ୍ୟାରେ ଜାଣିବାକୁ ପାଇଲି ଯେ ଦୁଇ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୦୦ରୁ ଅଧିକ କୋଟି ଟଙ୍କା ଆସିଛି। ଏହାର ତଦନ୍ତ ପାଇଁ ଆମେ ଗୁରୁବାର ଶୀଘ୍ର ବ୍ୟାଙ୍କ ଖୋଲିଛୁ। ବ୍ରାଞ୍ଚ ମ୍ୟାନେଜରଙ୍କ କହିବା ଅନୁଯାୟୀ ଅଟୋମେଟିକ୍ କମ୍ପ୍ୟୁଟର୍ ସିଷ୍ଟମ ଦ୍ୱାରା ଏହି ଟଙ୍କା ପଠାଯାଇଛି। ଷ୍ଟେଟମେଣ୍ଟରେ ଯେଉଁ ଟଙ୍କା ଦୃଶ୍ୟମାନ ହେଉଛି, ତାହା ଆକାଉଣ୍ଟରେ ନଥିଲା। ଏ ନେଇ ବ୍ୟାଙ୍କରୁ ଆମକୁ ଏକ ରିପୋର୍ଟ ମଧ୍ୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story