୨୫ ସ୍କୁଲ ପିଲା କୋଭିଡ୍‌ରେ ଆକ୍ରାନ୍ତ, ଓମିକ୍ରନ୍ ଭ୍ୟାରିଆଣ୍ଟ ନେଇ ହେବ ପରୀକ୍ଷା

ଚେନ୍ନାଇ: ତାମିଲନାଡ଼ୁର ଏକ ପ୍ରାଇଭେଟ ସ୍କୁଲରେ ୨୫ ଜଣ ପିଲା  କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତୃପୁର ଜିଲ୍ଲାର ଏକ ସ୍କୁଲରେ ୨୫ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଛନ୍ତି।  ତେବେ ସେମାନଙ୍କ ସାମ୍ପୁଲ ଜିନୋମିକ୍‌ ସିକୁଏନ୍ସିଂ ପାଇଁ ପଠାଯିବ। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କେହି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଶିକାର ହୋଇଛନ୍ତି କି ନାହିଁ, ତାହା ଟେଷ୍ଟ କରାଯିବ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ହସପିଟାଲରା ଭର୍ତ୍ତି କରାଯାଇଥିବା ବେଳେ ବାକି ଆକ୍ରାନ୍ତ ହୋମ […]

Corona-13

Tapas Behera
  • Published: Thursday, 02 December 2021
  • , Updated: 02 December 2021, 04:51 PM IST

ଚେନ୍ନାଇ: ତାମିଲନାଡ଼ୁର ଏକ ପ୍ରାଇଭେଟ ସ୍କୁଲରେ ୨୫ ଜଣ ପିଲା  କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତୃପୁର ଜିଲ୍ଲାର ଏକ ସ୍କୁଲରେ ୨୫ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଛନ୍ତି।  ତେବେ ସେମାନଙ୍କ ସାମ୍ପୁଲ ଜିନୋମିକ୍‌ ସିକୁଏନ୍ସିଂ ପାଇଁ ପଠାଯିବ।

ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କେହି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଶିକାର ହୋଇଛନ୍ତି କି ନାହିଁ, ତାହା ଟେଷ୍ଟ କରାଯିବ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି। ଉଭୟଙ୍କୁ ହସପିଟାଲରା ଭର୍ତ୍ତି କରାଯାଇଥିବା ବେଳେ ବାକି ଆକ୍ରାନ୍ତ ହୋମ ଆଇସୋଲେସନ୍‌ରେ ଅଛନ୍ତି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀ, ଷ୍ଟାଫ ଓ ପିଲାଙ୍କ ଅଭିଭାବକଙ୍କ ସମେତ ଆଉ ମୋଟ ୩୦୦ ଜଣଙ୍କର କୋଭିଡ୍‌ ଟେଷ୍ଟ କରାଯିବ।

 

 

Related story