୩ ଦଳିତଙ୍କୁ ହତ୍ୟା ଘଟଣାରେ ୨୭ ଜଣଙ୍କୁ ଆଜୀବନ ଜେଲ

ଶିଭାଗାଙ୍ଗାଇ,(ତାମିଲନାଡ଼ୁ): ୩ ଦଳିତଙ୍କୁ ହତ୍ୟା ଘଟଣାରେ ଏକ ସ୍ୱତନ୍ତ୍ର କୋର୍ଟ ୨୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଶୁଣାଇଛନ୍ତି । ଏସସିଏସଟି ପାଇଁ ଉର୍ଦ୍ଦିଷ୍ଟ ଏହି ସ୍ପେସିଆଲ କୋର୍ଟ ଶୁକ୍ରବାର ୨୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ରେ ତାମିଲନାଡ଼ୁର ଶିଭାଗାଙ୍ଗାଇ ଜିଲ୍ଲାର କାଞ୍ଚନନାଥମ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗତ ଅଗଷ୍ଟ ୧ତାରିଖରେ୨୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଶୁକ୍ରବାର ସେମାନଙ୍କ ଦଣ୍ଡ ଘୋଷଣା […]

High-Court

High-Court

Tapas Behera
  • Published: Saturday, 06 August 2022
  • Updated: 06 August 2022, 10:32 AM IST

Sports

Latest News

ଶିଭାଗାଙ୍ଗାଇ,(ତାମିଲନାଡ଼ୁ): ୩ ଦଳିତଙ୍କୁ ହତ୍ୟା ଘଟଣାରେ ଏକ ସ୍ୱତନ୍ତ୍ର କୋର୍ଟ ୨୭ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଶୁଣାଇଛନ୍ତି । ଏସସିଏସଟି ପାଇଁ ଉର୍ଦ୍ଦିଷ୍ଟ ଏହି ସ୍ପେସିଆଲ କୋର୍ଟ ଶୁକ୍ରବାର ୨୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ରେ ତାମିଲନାଡ଼ୁର ଶିଭାଗାଙ୍ଗାଇ ଜିଲ୍ଲାର କାଞ୍ଚନନାଥମ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଗତ ଅଗଷ୍ଟ ୧ତାରିଖରେ୨୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଶୁକ୍ରବାର ସେମାନଙ୍କ ଦଣ୍ଡ ଘୋଷଣା କରାଯାଇଛି। ୨୦୧୮ ମେ’ ୨୮ ତାରିଖରେ ଏସସି ବର୍ଗର ୩ ଜଣ ତଥା ଆରୁମୁଗାମ(୬୫), ଶାନମୁଗନାଥମ(୩୧) ଏବଂ ଚନ୍ଦ୍ରଶେଖର(୩୪) ନାମକ ୩ ଜଣ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସବର୍ଣ୍ଣ ବର୍ଗର କିଛି ଲୋକେ ଏହି ୩ ଜଣଙ୍କ ଗଳା କାଟି ଅତି ଅମାନବୀୟ ଭାବେ ହତ୍ୟା କରିଥିଲେ।  

ସମ୍ପୃକ୍ତ ୩ ଜଣ ବ୍ୟକ୍ତି ଏକ ମନ୍ଦିରରେ କୌଣସି ଉତ୍ସବରେ ପୂଜାର୍ଚ୍ଚନା ନେଇ ସବର୍ଣ୍ଣ  ଜାତି ସହ ଗଣ୍ଡଗୋଳ ହୋଇ‌ଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ମାରପିଟ ଗଣ୍ଡଗୋଳରେ  ଅନ୍ୟ ୫ ଜଣ ଦଳିତ ଲୋକେ ମଧ୍ୟ ଆହତ ହୋଇଥିଲେ। ସେହିପରି  ଥାନାସେକାରାମ ନାମକ ଜଣେ(୩୨) ଯୁବକ  ଆହତ ହେବାର ଦେଢ଼ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥିଲା।  ଏହି ଘଟଣାରେ ପୁଲିସ ୩୩ ଜଣଙ୍କ ନାମରେ ଚାର୍ଜସିଟ ଫାଇଲ କରିଥିଲା। 

 ଏହି ଅଭିଯୁକ୍ତଙ୍କ ମଧ୍ୟରେ ସୁମନ, ଅରଣକୁମାର, ଚନ୍ଦ୍ରକୁମାର, ଅଙ୍ଗୀରାଜ ଏବଂ ରାଜେଶ ପ୍ରମୁଖ ଅଛନ୍ତି। ସେହିପରି ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଟ୍ରାଏଲ ବେଳେ ମୃତ୍ୟୁ ଘଟିଛି। ତେବେ କୋର୍ଟ ଅଭିଯୁକ୍ତଙ୍କ ମଧ୍ୟରୁ ୨୭ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ତରେ ଦଣ୍ଡିତ କରିଛନ୍ତି । ଗତକାଲି ଦଣ୍ଡ ଶୁଣାଣି ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।       

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story