ଭୂ-କମ୍ପରେ ଥରିଲା ପଞ୍ଜାବ

ଅମୃତସର: ଭୂକମ୍ପରେ ଥରିଲା ପଞ୍ଜାବ। ପଞ୍ଜାବର ସଙ୍ଗରୁର୍‌ରେ ସ୍ୱଳ୍ପ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ସଙ୍ଗରୁର୍‌ ୧୦ କିମି ଦୂରରେ ଏହାର କେନ୍ଦ୍ରୀଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ଥିବା ରେକର୍ଡ଼  କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।  ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତିର ରିପୋର୍ଟ ଆସି ନାହିଁ। ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସ୍ଥାନୀୟ ଲୋକେ । ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି […]

earthquak

earthquak

Tapas Behera
  • Published: Friday, 27 May 2022
  • Updated: 27 May 2022, 09:36 PM IST

Sports

Latest News

ଅମୃତସର: ଭୂକମ୍ପରେ ଥରିଲା ପଞ୍ଜାବ। ପଞ୍ଜାବର ସଙ୍ଗରୁର୍‌ରେ ସ୍ୱଳ୍ପ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ସଙ୍ଗରୁର୍‌ ୧୦ କିମି ଦୂରରେ ଏହାର କେନ୍ଦ୍ରୀଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୬ ଥିବା ରେକର୍ଡ଼  କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।  ଭୂକମ୍ପରେ ବିଶେଷ କିଛି କ୍ଷୟକ୍ଷତିର ରିପୋର୍ଟ ଆସି ନାହିଁ। ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସ୍ଥାନୀୟ ଲୋକେ । ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଦେଖିବାକୁ ମଳିଥିଲା । ପାଖାପାଖି କିଛି କ୍ଷଣ ଧରି ହାଲୁକା ଦୋହଲିଥିଲା ଥିଲା । ସେହିପରି ଆଜି ସକାଳେ ଆଣ୍ଡାମାନ ନିକୋବରର ଦୀପପୁଞ୍ଜ ଦିଗଲିପୁରଠାରୁ ୫୫ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ରିକ୍ଟର ସ୍କେଲର ତୀବ୍ରତା ୪.୩ ରେକର୍ଡ଼ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos