୩୦୦ ଫୁଟ୍‌ ତଳୁ ଉଦ୍ଧାର ହେଲେ ଶ୍ରମିକ

ତିରୁନେଲଭେଲି: ୩୦୦ ଫୁଟ୍‌ ତଳୁ ଉଦ୍ଧାର ହେଲେ ଶ୍ରମିକ । ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସକିଲ୍‌, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି । ତାମିଲନାଡ଼ୁ ମୁନେର ପ୍ଲାମ୍‌ ଖଣି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଦଉଡ଼ି ସହାୟତାରେ ଶ୍ରମିକଙ୍କୁ ଉପରକୁ ଉଠା ଯାଇଛି । ଖଣିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ବଡ଼ ପଥର ଖସି ଆସିଥିଲା । ଫଳରେ ୬ ଜଣ ଶ୍ରମିକ […]

tamil

tamil

Tapas Behera
  • Published: Sunday, 15 May 2022
  • Updated: 15 May 2022, 08:54 PM IST

Sports

Latest News

ତିରୁନେଲଭେଲି: ୩୦୦ ଫୁଟ୍ତଳୁ ଉଦ୍ଧାର ହେଲେ ଶ୍ରମିକ । ଯେଉଁ ପରିସ୍ଥତିରେ ତଳକୁ ଚାହିଁବା ମୁସକିଲ୍‌, ଯେଉଁଠୁ ଜୀବନ ଫେରି ପାଇବା ପ୍ରାୟ ଅସମ୍ଭବ ତାହା ଏଠି ସମ୍ଭବ ହୋଇଛି । ତାମିଲନାଡ଼ୁ ମୁନେର ପ୍ଲାମ୍ଖଣି ଅଞ୍ଚଳରେ ଘଟିଛି ଏହି ଅଘଟଣ । ଦଉଡ଼ି ସହାୟତାରେ ଶ୍ରମିକଙ୍କୁ ଉପରକୁ ଉଠା ଯାଇଛି । ଖଣିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ବଡ଼ ପଥର ଖସି ଆସିଥିଲା । ଫଳରେ ୬ ଜଣ ଶ୍ରମିକ ୩୦୦ ଫୁଟ୍ତଳକୁ ଖସି ପଡ଼ିଥିଲେ । ସେଥିରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୪ ଜଣ ଫସି ରହିଛନ୍ତି । ଏନ୍ଡିଆର୍ଏଫ୍ରେସ୍କ୍ୟୁ ଅପରେସନ୍ରେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ସହାୟତାରେ ଅନ୍ୟ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ପ୍ରଥମେ ୬ଜଣ ଶ୍ରମଜୀବୀ ଫସିଥିଲେ। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରିଛନ୍ତି। ପୁଲିସ ଓ ଅଗ୍ନଶମ ବାହିନୀ ନେତୃତ୍ୱରେ ଉଦ୍ଧାର କାର୍ଯ୍ୟରେ ଉଚ୍ଚଶକ୍ତିସମ୍ପନ୍ନ କ୍ରେନ୍‌ ଓ ଦକ୍ଷ ପାହାଡ଼ ଚଢ଼ାଳିମାନେ ମଧ୍ୟ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story