ଆଗ୍ରା: ଉତ୍ତର ପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏସ୍କପ୍ରେସ୍ୱେରେ ଆଜି ଭୋର ପ୍ରାୟ ୫ଟା ବେଳେ ଏକ କାର୍କୁ ବସ୍ଟିଏ ଧକ୍କା ଦେଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି।
ପୁଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ବସ୍ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସ୍ଟି କାର୍କୁ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ଯାକ ଗାଡ଼ି ରାସ୍ତା ତଳକୁ ଖସି ଯାଇଥିଲେ ଓ ବସ୍ଟି ଓଲିଟି ପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
CAG ରିପୋର୍ଟ: ସଚ୍ଚୋଟତା ଉପରେ ସନ୍ଦେହ, ଆପ୍ ଉପରେ ବର୍ଷିଲେ ହାଇକୋର୍ଟ
ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।
Business
ଡଲାର ତୁଳନାରେ ସର୍ବକାଳୀନ ଦୁର୍ବଳ ସ୍ଥିତିରେ ଟଙ୍କା
ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ହ୍ରାସ ପାଇଥିଲା। ଗୋଟିଏ ଡଲାରର ମୂଲ୍ୟ ସେତେବେଳେ ୮୬.୦୪ ଟଙ୍କା ଥିଲା। ଆଜି ଏହା ପୁଣି ୩୮ ପଇସା ହ୍ରାସ ପାଇଛି।
Guest Column
ସାମ୍ବାଦିକର ସତ କହିବାର ଅଧିକାରକୁ ସୁରକ୍ଷା ଲୋଡ଼ା
ସମ୍ବିଧାନରେ ମତ ପ୍ରକାଶ କରିବାର ସ୍ୱାଧୀନତା ପ୍ରତ୍ୟେକ ନାଗରିକଙ୍କର ରହିଥିଲେ ମଧ୍ୟ ସେହି ଆଧାରରେ ଜଣେ ସାମ୍ବାଦିକ ସତ ପ୍ରକାଶ କରି ନିଜକୁ ସୁରକ୍ଷିତ ରଖିପାରିବ ନାହିଁ। ଏଥିପାଇଁ ସାରା ଦେଶରେ ଏବେ ଗୋଟିଏ ଦାବି ସାମ୍ବାଦିକମାନେ ଚାହାନ୍ତି ତାହା ହେଉଛି ସମ୍ବାଦପତ୍ର ସ୍ୱାଧୀନତା ଆଇନ୍।
National
୧୦ ଟଙ୍କା ପାଇଁ ପୂର୍ବତନ IAS ଅଧିକାରୀଙ୍କୁ ନିର୍ଧୁମ ପିଟିଲେ କଣ୍ଡକ୍ଟର
ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
National
ସୁଧୁରୁନି ଡ୍ରାଗନ୍, ପୁଣି LAC ନିକଟରେ କଲା ଯୁଦ୍ଧାଭ୍ୟାସ
ଗୋଟିଏ ପଟେ ଦେଶ ସେନା ଦିବସ ପ୍ରସ୍ତୁତିରେ ଲାଗିଥିବା ବେଳେ ଅନ୍ୟପଟେ ଚୀନ୍ ସେନା ଏଲ୍ଏସି ନିକଟରେ ଡ୍ରିଲ୍ ଆରମ୍ଭ କରିଛି।