ସୋମବାର ୭୪୨ ଟ୍ରେନ ବାତିଲ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲାଗୁ କରିବା ନେଇ ବାଧା ପ୍ରାପ୍ତ ହେଲା ରେଳ ସେବା । ସୋମବାର ଅପରାହ୍ନ ସୁଧା ଦେଶରେ ବାତିଲ ହୋଇଛି ୭୪୨ଟି ଟ୍ରେନ । ରବିବାର ମଧ୍ୟ ୪୮୩ଟି ଟ୍ରେନଯାତ୍ରାକୁ ବାତିଲ କରାଯାଇଥିଲା । ବିକ୍ଷୋଭାକରୀଙ୍କ ପାଇଁ ସାରା ଦେଶରେ ଏକ ପ୍ରକାର ଠପ୍ ହୋଇଯାଇଛି ରେଳ ଚଳାଚଳ । ତେବେ ରଦ୍ଦ ହୋଇଥିବା ଟ୍ରେନ ଟିକେଟର ପଇସା କିନ୍ତୁ ଯାତ୍ରୀମାନେ ଫେରି ପାଇବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । […]

Train

Train

Ordigital Desk
  • Published: Monday, 20 June 2022
  • Updated: 20 June 2022, 03:42 PM IST

Sports

Latest News

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲାଗୁ କରିବା ନେଇ ବାଧା ପ୍ରାପ୍ତ ହେଲା ରେଳ ସେବା । ସୋମବାର ଅପରାହ୍ନ ସୁଧା ଦେଶରେ ବାତିଲ ହୋଇଛି ୭୪୨ଟି ଟ୍ରେନ । ରବିବାର ମଧ୍ୟ ୪୮୩ଟି ଟ୍ରେନଯାତ୍ରାକୁ ବାତିଲ କରାଯାଇଥିଲା । ବିକ୍ଷୋଭାକରୀଙ୍କ ପାଇଁ ସାରା ଦେଶରେ ଏକ ପ୍ରକାର ଠପ୍ ହୋଇଯାଇଛି ରେଳ ଚଳାଚଳ । ତେବେ ରଦ୍ଦ ହୋଇଥିବା ଟ୍ରେନ ଟିକେଟର ପଇସା କିନ୍ତୁ ଯାତ୍ରୀମାନେ ଫେରି ପାଇବେ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଥିପାଇଁ କୌଣସି TDR ଫର୍ମ ପୂରଣ କରିବାକୁ ପଡିବ ନାହିଁ ।

ଅନ୍ୟପଟେ ୨୮ ଟି ଟ୍ରେନକୁ ଆଂଶିକ ଭାବେ ରଦ୍ଦ କରାଯାଇଛି । ଯେଉଁ ଟ୍ରେନ ଗୁଡିକ ଆଂଶିକ ଭାବେ ରଦ୍ଦ କରାଯାଇଛି ,ତାର ଟିକେଟ୍ କ୍ୟାନସେଲ ପାଇଁ ଯାତ୍ରୀଙ୍କୁ TDR ଫର୍ମ ପୂରଣ କରିବାକୁ ପଡିବ । ଆଗାମୀ ଦିନରେ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇଏହି ଟ୍ରେନଗୁଡିକ ଚଳାଚଳ କରିବ। । ତେବେ ଚାର୍ଟ ସିଟ୍ ପ୍ରସ୍ତୁତ ହେଲା ପରେ ହିଁ ଟ୍ରେନ ଚାଲିବ ବୋଲି ଟୁଇଟ କରିଛି ରେଳ ମନ୍ତ୍ରାଳୟ ।

ଆଂଶିକ ବାତିଲ ହୋଇଥିବା ଟ୍ରେନର ପିଏନଆର୍ ଷ୍ଟାଟସ ଜାଣିବା ପାଇଁ ରେଲୱେ ୱେବସାଇଟ୍www.indianrail.gov.in/enquiry/PNR/PnrEnquiry.jspଯାଇଁଯାଂଚକରିପାରିବେଯାତ୍ରୀ ।  ନଚେତ ରେଳ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ୧୩୯ ନମ୍ବରେ କଲ୍ କରି ଅନୁସନ୍ଧାନ କରିପାରିବେ ଯାତ୍ରୀ ।

ସେନାରେ ଭର୍ତ୍ତି ହେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂଆଯୋଜନା ଅଗ୍ନିପଥକୁ ବିରୋଧ କରି ସାରା ଦେଶରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ସେପଟେ ଯୋଜନା ବିରୋଧରେ ଲଗାତାର ଭାବେ ୪ ଦିନ ହେଲା ଯୁବଗୋଷ୍ଠୀ ବିକ୍ଷୋଭ ପଦର୍ଶନ କରୁଛନ୍ତି । ଆନ୍ଦୋଳକାରୀଙ୍କ ଆକ୍ରୋଶର ଶିକାର ମୁଖ୍ୟତଃ ଟ୍ରେନ ହେଉଛି । ଅନେକ ଟ୍ରେନକୁ ପୋଡି ଦେଇଛନ୍ତି ବିକ୍ଷୋଭକାରୀ । ଏପରିକି ଟ୍ରେନ ଲାଇନ ଓ ରେଳ ଷ୍ଟେସନରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story