ଏସପ୍ତାହରେ ଆଲୋକିତ ହେବ ରାତି

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆଲୋକିତ ହେବ ରାତି ।  ଅର୍ଥାତ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂଯର୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡ଼କୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବାକୁ ମିଳିବ ।  ସିଧା କହିବାକୁ ଗଲେ ଆଜି ରାତିରେ ଚନ୍ଦ୍ର ବା ଆପଣଙ୍କ ପ୍ରିୟ ଜହ୍ନ ୯୧ ପ୍ରତିଶତ ଆଲୋକିତ […]

night

night

Tapas Behera
  • Published: Monday, 09 January 2023
  • Updated: 09 January 2023, 12:28 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଆଲୋକିତ ହେବ ରାତି ।  ଅର୍ଥାତ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ଜଳ ଗ୍ରହ, ଉପଗ୍ରହ ଓ ନକ୍ଷତ୍ର । ଆଜିଠୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂଯର୍ୟାସ୍ତ ପରେ ରାତି ଆକାଶରେ ଯେଉଁ ଆଡ଼କୁ ଚାହିଁବେ ଆପଣଙ୍କ ଆଖିକୁ ମହାଜଗତର କିଛି ନା କିଛି ଅତି ଉଜ୍ଜଳ ବସ୍ତୁ ଦେଖିବାକୁ ମିଳିବ ।  ସିଧା କହିବାକୁ ଗଲେ ଆଜି ରାତିରେ ଚନ୍ଦ୍ର ବା ଆପଣଙ୍କ ପ୍ରିୟ ଜହ୍ନ ୯୧ ପ୍ରତିଶତ ଆଲୋକିତ ଦେଖାଯିବ।  ଫଳରେ ଜହ୍ନ ଆଲୁଅରେ ରାତି ଅଧିକ ଉଜ୍ଜଳ ଦେଖାଯିବ।  ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କରିବା ବେଳେ ଅଧିକ ଆଲୋକିତ ହେବ।  ସେହିପରି ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ମଧ୍ୟ ଜହ୍ନ ୮୪ ପ୍ରତିଶତ ଆଲୋକିତ ଦେଖାଯିବ।

ସୂର୍ଯ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ।  ଆସନ୍ତା ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ।  ଗୁରୁବାର ଅର୍ଥାତ ୧୨ ତାରିଖରେ ଏକ ଧୂମକେତୁ ସୂର୍ଯ୍ୟଙ୍କ ପାଖଦେଇ ଅତିକ୍ରମ କରିବ।  ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ।  ଆସନ୍ତା ୧୪ରେ ଜହ୍ନ ସ୍ପିକା ନାମକ ଉଜ୍ଜଳ ତାରା ପାଖ ଦେଇ ଗତି କରିବା ଯୋଗୁ ଏହା ୪୭ ପ୍ରତିଶତ ଉଜ୍ଜଳ ଦେଖାଯିବ।  ଫଳରେ ରାତି ଆଲୋକିତ ହେବ।  ସେହିପରି ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ।  ଏତେସବୁ ମହାଜାଗତିକ ଦୃଶ୍ୟ ଏହି ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାକୁ ଅନ୍ୟ ରାତି ଅପେକ୍ଷା ଏହି ସପ୍ତାହର ରାତି ଟିକିଏ ଅଧିକ ଉଜ୍ଜଳ ଦେଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story