ବଲିଉଡ୍‌ ଅଭିନେତା ରାଜ ବାବ୍ବରଙ୍କୁ  ୨ ବର୍ଷ ଜେଲ

ଲକ୍ଷ୍ନୌ: ବଲିଉଡ୍‌ ଅଭିନେତା ତଥା କଂଗ୍ରେସ ନେତା ରାଜ ବାବ୍ବରଙ୍କୁ ଗୁରୁବାର ଏକ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।  ଜଣେ ପୁଲିଂ ଅଫିସରଙ୍କୁ ନିର୍ଯାତନା ଅଭିଯୋଗରେ ରାଜ ବାବ୍ବର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ୧୯୯୬ ମେ’ ୨ ତାରିଖର ୱାଜିର ଗଞ୍ଜ ପୁଲିସ ଷ୍ଟେସନରେ ରାଜ ବାବ୍ବରଙ୍କ ନାମରେ ଏତଲା ରୁଜୁ ହୋଇଥିଲା।  ସେହିପରି ରାଜ ବାବ୍ବରଙ୍କ ଉପରେ ୮,୫୦୦ ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଅଭିନେତାରୁ ରାଜନେତା ହୋଇଥିବା ରାଜ ବାବ୍ବର ସରକାରୀ […]

Raj Babbar

Raj Babbar

Tapas Behera
  • Published: Thursday, 07 July 2022
  • Updated: 07 July 2022, 09:07 PM IST

Sports

Latest News

ଲକ୍ଷ୍ନୌ: ବଲିଉଡ୍‌ ଅଭିନେତା ତଥା କଂଗ୍ରେସ ନେତା ରାଜ ବାବ୍ବରଙ୍କୁ ଗୁରୁବାର ଏକ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।  ଜଣେ ପୁଲିଂ ଅଫିସରଙ୍କୁ ନିର୍ଯାତନା ଅଭିଯୋଗରେ ରାଜ ବାବ୍ବର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ୧୯୯୬ ମେ’ ୨ ତାରିଖର ୱାଜିର ଗଞ୍ଜ ପୁଲିସ ଷ୍ଟେସନରେ ରାଜ ବାବ୍ବରଙ୍କ ନାମରେ ଏତଲା ରୁଜୁ ହୋଇଥିଲା।  ସେହିପରି ରାଜ ବାବ୍ବରଙ୍କ ଉପରେ ୮,୫୦୦ ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଅଭିନେତାରୁ ରାଜନେତା ହୋଇଥିବା ରାଜ ବାବ୍ବର ସରକାରୀ କର୍ମଚାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ସେମାନଙ୍କୁ ହଇରାଣ କରିବା ନେଇ ସଙ୍ଗିନ ମାମଲା ରୁଜୁ ହୋଇଥିଲା।

ସେହି ସମୟରେ ରାଜ ବାବ୍ବର ସମାଜବାଦୀ ପାର୍ଟିର ସଦସ୍ୟ ଥିଲେ। ସେ  ଲକ୍ଷ୍ନୌରୁ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଥିଲେ। ନିର୍ବାଚନ ସମୟରେ ପୁଲିସ ଅଫିସରଙ୍କ ସହ ମୁହାମୁହିଁ ହୋଇଥିଲା।  ଦାୟିତ୍ୱର  ଥିବା ପୁଲିଂ ଅଫିସରଙ୍କୁ ରାଜ ବାବ୍ବର ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ରାଜ ବାବ୍ବରଙ୍କ ବିରୋଧରେ ଏତଲା ରୁଜୁ ହେବା ସହ ତାଙ୍କ ବିରୋଧରେ ଆଇପିସି ଧାରା ୧୪୩, ୩୩୨,୩୫୩,୩୨୩,୫୦୪ ଏବଂ ୧୮୮ ଦଫାରେ ମକଦ୍ଦମା ରୁଜୁ ହୋଇଥିଲା। ତେବେ ଆଜି ରାୟ ବେଳେ  କୋର୍ଟରେ ରାଜ ବାବ୍ବର ହାଜର ମଧ୍ୟ ହୋଇଥିଲେ। ୧୯୯୬ ଲୋକ ସଭା ନିର୍ବାଚନରେ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ରାଜ ବାବ୍ବରଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story