ମୋଦିଙ୍କ ପରାମର୍ଶ ପରେ ଝାଳ ବୁହାଉଛନ୍ତି ଲାଲୁଙ୍କ ପୁଅ

ପାଟନା: ଝାଳ ବୁହାଉଛନ୍ତି ଲାଲୁଙ୍କ ସାନ ପୁଅ। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ ମାନିଲେ ଆର୍‌ଜେଡି ନେତା। ନିଜ ଫିଟ୍‌ନେସ୍‌କୁ ସଜାଡିବା ପାଇଁ କସରତ କରୁଛନ୍ତି ତେଜସ୍ୱୀ ଯାଦବ। ପତଳା ହେବା ପାଇଁ ଲାଗି ପଡିଛନ୍ତି। ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍ୱୀ ଯାଦବଙ୍କୁ ଓଜନ କମାଇବା ପାଇଁ ପରାମର୍ଶ ଦେଇଥିଲେ। ଏବେ ମୋଦିଙ୍କ ଏହି କଥାକୁ ତେଜସ୍ୱୀ ଅକ୍ଷରେ […]

tejashwi-yadav

tejashwi-yadav

Madhupriya Mistry
  • Published: Monday, 25 July 2022
  • Updated: 25 July 2022, 02:01 PM IST

Sports

Latest News

ପାଟନା: ଝାଳ ବୁହାଉଛନ୍ତି ଲାଲୁଙ୍କ ସାନ ପୁଅ। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ ମାନିଲେ ଆର୍‌ଜେଡି ନେତା। ନିଜ ଫିଟ୍‌ନେସ୍‌କୁ ସଜାଡିବା ପାଇଁ କସରତ କରୁଛନ୍ତି ତେଜସ୍ୱୀ ଯାଦବ। ପତଳା ହେବା ପାଇଁ ଲାଗି ପଡିଛନ୍ତି। ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କ ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍ୱୀ ଯାଦବଙ୍କୁ ଓଜନ କମାଇବା ପାଇଁ ପରାମର୍ଶ ଦେଇଥିଲେ। ଏବେ ମୋଦିଙ୍କ ଏହି କଥାକୁ ତେଜସ୍ୱୀ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ଭଳି ମନେ ହେଉଛି। ଫିଟ୍‌ନେସ ପାଇଁ ତେଜସ୍ୱୀ ନିଜ ହାତରେ ଜିପ୍‌ ଟାଣୁଛନ୍ତି। କେବଳ ଟାଣୁ ନାହାନ୍ତି ସେ ଏହାକୁ ଧକ୍କା ମଧ୍ୟ ଦେଉଛନ୍ତି। ପତଳା ହେବା ପାଇଁ ନିଆରା ଢ଼ଙ୍ଗରେ କରୁଛନ୍ତି ବ୍ୟାୟାମ। ଆର୍‌ଜେଡି ଟ୍ୱିଟର ହ୍ୟାଣ୍ଡେଲ ଏହି ଭିଡିଓକୁ ଶେଆର କରାଯାଇଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ତେଜସ୍ୱୀଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିଥିଲା।

https://twitter.com/ndtvindia/status/1551443331921899520?s=20&t=nf6wJFpTJ5YReQt9xkYGSg

ଭିଡିଓରେ ଯେଉଁ ଜିପ୍‌କୁ ତେଜସ୍ୱୀ ଧକ୍କା ମାରୁଛନ୍ତି ବା ଆଗକୁ ପଛକୁ କରୁଛନ୍ତି, ସେହି ଜିପ୍‌କୁ ଲାଲୁ ପ୍ରସାଦ ଯାଦବ ଚଳାଉଥିଲେ। ଗତବର୍ଷ ଲାଲୁ ଏହି ଜିପ୍‌କୁ ଚଳାଉଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନାର ବିହାର ବିଧାନସଭା ଶତାବ୍ଦୀ ସମାରୋହର ସମାପନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସମୟରେ ମୋଦି ଆର୍‌ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଓଜନ କମ୍‌ କରିବା ପାଇଁ ପରାମର୍ଶ ଦେଇଥିଲେ। ପରେ ମୋଦିଙ୍କ ଏହି ପରାମର୍ଶ ଚର୍ଚ୍ଚାର ବିଷୟ ପାଲଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story