ଜେଡ୍‌ କେଟାଗୋରୀ ଅଫରକୁ ପୁଣି ପ୍ରତ୍ୟାଖ୍ୟାନ କଲେ ଓୱେସୀ

ନୂଆଦିଲ୍ଲୀ: ଜେଡ୍‌ କେଟାଗୋରୀ ଅଫରକୁ ପୁଣି ପ୍ରତ୍ୟାଖ୍ୟାନ କଲେ ଓୱେସୀ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଗ୍ରହଣ କରିନାହାନ୍ତି। ଜେଡ କେଟାଗୋରୀ ସୁରକ୍ଷାକୁ ନ ନେବା ପାଇଁ ସେ ଶପଥ କରିଛନ୍ତି ବୋଲି ଓୱେସୀ କହିଛନ୍ତି। ସେ କହିଛନ୍ତି ଯେ, ଆଜି ଅମତି ଶାହ ଜେଡ୍ କେଟାଗୋରୀ ସୁରକ୍ଷା ଦେବାକୁ ମୋତେ ଅନୁରୋଧ କରିଥିଲେ। ଯେବେ ଦେଶର ଦଳିତ, ନିଷ୍ପେଶିତ ଏବଂ ସଂଖ୍ୟା ଲଘୁମାନେ ସୁରକ୍ଷିତ […]

Owaisi

Owaisi

Tapas Behera
  • Published: Monday, 07 February 2022
  • Updated: 07 February 2022, 08:22 PM IST

Sports

Latest News

ନୂଆଦିଲ୍ଲୀ: ଜେଡ୍‌ କେଟାଗୋରୀ ଅଫରକୁ ପୁଣି ପ୍ରତ୍ୟାଖ୍ୟାନ କଲେ ଓୱେସୀ।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବକୁ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଗ୍ରହଣ କରିନାହାନ୍ତି। ଜେଡ କେଟାଗୋରୀ ସୁରକ୍ଷାକୁ ନ ନେବା ପାଇଁ ସେ ଶପଥ କରିଛନ୍ତି ବୋଲି ଓୱେସୀ କହିଛନ୍ତି। ସେ କହିଛନ୍ତି ଯେ, ଆଜି ଅମତି ଶାହ ଜେଡ୍ କେଟାଗୋରୀ ସୁରକ୍ଷା ଦେବାକୁ ମୋତେ ଅନୁରୋଧ କରିଥିଲେ। ଯେବେ ଦେଶର ଦଳିତ, ନିଷ୍ପେଶିତ ଏବଂ ସଂଖ୍ୟା ଲଘୁମାନେ ସୁରକ୍ଷିତ ମନେ କରିବେ ସେତେବେଳେ ଓୱେସୀ ନିଜକୁ ସୁରକ୍ଷିତ ମନେ କରିବେ ବୋଲି କହିଛନ୍ତି । ଓୱେସୀ କହିଛନ୍ତି ଯେ, ମୁଁ ଜେଡ୍ କେଟାଗୋରୀ ସୁରକ୍ଷା ଚାହୁଁ ନାହିଁ ।

ମୁଁ ‘ଏ’ କେଟାଗୋରୀ ନାଗରିକ ହେବାକୁ ଚାହେଁ। ଯେଉଁମାନେ ମୋ ଉପରେ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରରେ କାହିଁକି UAPA ଲାଗୁ ହେଉ ନାହିଁ ବୋଲି  ଓୱେସୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଶାସିତ ରାଜ୍ୟରେ ମୁସଲମାନଙ୍କ ବିରୋଧରେ ଆତଙ୍କବାଦୀ ନିରୋଧୀ ଆଇନ ଲାଗୁଛି। ହେଲେ ମୋ କ୍ଷେତ୍ରରେ ଆକ୍ରମଣକାରୀଙ୍କ ବିରୋଧରେ କାହହିଁକି ଆତଙ୍କବାଦୀ ନିରୋଧୀ ଦଫା ଲାଗୁ ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ କହିବା ପାଇଁ ବଞ୍ଚିବାକୁ ଚାହେଁ। ଯେତେ ବେଳେ ଗରିବମାନେ ନିରାପଦ ମଣିବେ ମୁଁ ସେତେବଳେ ନିରାପଦ ଭାବିବି ବୋଲି ସେ କହିଛନ୍ତି । ଓୱେସୀଙ୍କୁ ଜେଡ୍‌ କେଟାଗୋରୀ ସିକ୍ୟୁରିଟି କଭର ଗ୍ରହଣ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଅନୁରୋଧ କରିଥିଲେ। ନିକଟରେ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଓୱେସୀଙ୍କ କାର ଉପରକୁ ଗୁଳି ମାଡ଼ ହୋଇଥିଲା। ହେଲେ ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଓୱେସୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି କେନ୍ଦ୍ର ସରକାର ତାଙ୍କୁ ଜେଡ ସିକ୍ୟୁରିଟି ଯୋଗେଇ ଦେବାକୁ ଘୋଷଣା କରିଥିଲେ।

ବୁଲେଟ୍‌ ପ୍ରୁଫ୍‌ କାର ସହ ଏହି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ  ଓୱେସୀ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଆଜି ସଂସଦରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବାକୁ ଗୃହ ମନ୍ତ୍ରୀ ଅମିତ ଶାହ ଓୱେସୀଙ୍କୁ ଅନୁରୋଧ କରିଥିଲେ।  ଅମିତ ଶାହ କହିଥିଲେ ଯେ, ମୁଁ ଉପସ୍ଥିତ ସଦସ୍ୟମାନଙ୍କ ମାଧ୍ୟମରେ ଓୱେସୀଙ୍କୁ ସୁରକ୍ଷା କଭର ଗ୍ରହଣ କରିବାକୁ ନିବେଦନ କରୁଛି। ଘଟଣା ଦିନ ଦୁଇ ଜଣ ଅଜଣା ଦୁର୍ବୃତ୍ତ ଆସି ଓୱେସୀଙ୍କ କାର ଉପରକୁ ଗୁଳି ମାଡ଼ କରିଥିଲେ। ଏଥିରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବସତଃ ଓୱେସୀ ବଞ୍ଚିଯାଇଥିଲେ। ଏହି ଆକ୍ରମଣ ବେଳର ୩ ଜଣ ସାକ୍ଷୀ ଥିବା ବେଳେ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଥିବା ଅମିତ ଶାହ ଆଜି ସଂସଦରେ ବିବୃତ୍ତି ରଖିଥିଲେ ।

କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ, ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  ଦୁଇଟି ପିସ୍ତଲ ଏବଂ  ଗୋଟିଏ ଅଲଟୋ ମାରୁତି କାର ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ପୁଲିସ ଘଟଣାସ୍ତଳରେ ପହଞ୍ଚି ଯାଞ୍ଚ ମଧ୍ୟ କରିଛି। ତଥାପି ଜେଡ ସିକ୍ୟୁରିଟି ପ୍ରସ୍ତାବକୁ ଗ୍ରହଣ କରିବକୁ ଅମିତ ଶାହ ନିବେଦନ କରିଛନ୍ତି । ଜେଡ ସିକ୍ୟୁରିଟି ହେଉଛି ଦେଶର ଦ୍ୱିତୀୟ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story