ଏଟିଏସ ମୁଖ୍ୟଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ଗୃହମନ୍ତ୍ରଅ ଅମିତ ଶାହ ଆତଙ୍କବାଦୀ ନିରୋଧୀ ଏଜେନ୍ସି (ଏଟିଏସ) ମୁଖ୍ୟଙ୍କୁ ତାଙ୍କ ଅଫିସରେ ଭେଟିଛନ୍ତି।  ମୁଖ୍ୟତଃ ଉଦୟପୁର ଏବଂ ଅମରାବତୀ ହତ୍ୟା ମାମଲାରେ ତାଙ୍କୁ ଭେଟିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ନିତ କରି ତ୍ୱରିତ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉଭୟ ଘଟଣାରେ ଏନଆଇଏ ମଧ୍ୟ ତଦନ୍ତ କରୁଛି। ଏହି ବୈଠକରେ ଏନଆଇଏ ନିର୍ଦ୍ଦେଶକ ଦିନକର ଗୁପ୍ତା ଉପସ୍ଥିତି ରହି ଉଭୟ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଶାହଙ୍କୁ ଅବଗତ କରିଥିଲେ। ଏହି […]

amit saha caa rally bihar

amit saha caa rally bihar

Tapas Behera
  • Published: Monday, 04 July 2022
  • Updated: 04 July 2022, 09:44 PM IST

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ଗୃହମନ୍ତ୍ରଅ ଅମିତ ଶାହ ଆତଙ୍କବାଦୀ ନିରୋଧୀ ଏଜେନ୍ସି (ଏଟିଏସ) ମୁଖ୍ୟଙ୍କୁ ତାଙ୍କ ଅଫିସରେ ଭେଟିଛନ୍ତି।  ମୁଖ୍ୟତଃ ଉଦୟପୁର ଏବଂ ଅମରାବତୀ ହତ୍ୟା ମାମଲାରେ ତାଙ୍କୁ ଭେଟିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ନିତ କରି ତ୍ୱରିତ ନ୍ୟାୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଉଭୟ ଘଟଣାରେ ଏନଆଇଏ ମଧ୍ୟ ତଦନ୍ତ କରୁଛି। ଏହି ବୈଠକରେ ଏନଆଇଏ ନିର୍ଦ୍ଦେଶକ ଦିନକର ଗୁପ୍ତା ଉପସ୍ଥିତି ରହି ଉଭୟ ମାମଲାରେ ତଦନ୍ତର ଅଗ୍ରଗତି ସମ୍ପର୍କରେ ଶାହଙ୍କୁ ଅବଗତ କରିଥିଲେ। ଏହି ବୈଠକ ପ୍ରାୟ ୪୦ ମିନିଟ୍‌ ଧରି ଚାଲିଥିଲା।  ସେହିପରି ଉଦୟପୁର ଘଟଣାରେ ଏନଆଇଏ ପଞ୍ଚମ ଅଭିଯୁକ୍ତକୁ ଗିରଫ କରଇଛି। ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି।

ଉଦୟପୁର ହତ୍ୟା ମାମଲାରେ ଉତ୍ତରପ୍ରଦେଶର କାନପୁରରେ ଦାୱତ-ଏ-ଇସଲାମିର ସଞ୍ଚାଳନ କରୁଥିବା ସରତାଜକୁ ପୁଲିସ ଖୋଜୁଛି। କାନପୁର-ଉଦୟପୁର ମାମଲାରେ ଦାୱତ-ଏ-ଇସଲାମିର ନାଁ ଆସିବା ପରେ କାନପୁର ପୁଲିସ ଆଲର୍ଟ ମୋଡରେ ଅଛି। ପ୍ରତ୍ୟେକ ସ୍ତରରେ ଘଟଣାର ତଦନ୍ତ କରାଯାଉଛି ଉଦୟପୁରରେ  ଦରଜୀ କହ୍ନେୟାଲାଲଙ୍କୁ ଅତି ନିର୍ମମଭାବେ ହତ୍ୟା କରିବା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ମହାରାଷ୍ଟ୍ରର ଅମରାବତୀରେ ୫୪ ବର୍ଷୀୟ ଜଣେ ଔଷଧ ଦୋକାନୀ ଉମେଶ କୋହ୍ଲୋଙ୍କୁ  ଗଳାକାଟି ହତ୍ୟା କରାଯାଇଛି। ପୁଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୨୧ ଜୁନ୍‌ରେ ଉମେଶଙ୍କୁ ହତ୍ୟା କରାଯାଇଥିଲା। ଗୃହ ମନ୍ତ୍ରଣାଳୟ ଏହି ମାମଲାର ତଦନ୍ତ ପାଇଁ ଏନଆଇଏକୁ ଦେଇଥିଲା। ଉଭୟ ଘଟଣା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ କେନ୍ଦ୍ର କରି ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story