ଘାଟିରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ନାଗିରକ।  ରବିବାର ଦିନ ଶୋପିଆନ ଜୈନାପୋରା ଅଞ୍ଚଳର ବାବାପୋରା ଠାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜଣେ ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ମଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ ଏବଂ ସେନା ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କରିବା ପରେ ଉପତ୍ୟକାରେ ଅତି କମରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ନିହତମାନଙ୍କ ମଧ୍ୟରେ ୫ […]

civilian shot dead

civilian shot dead

Madhupriya Mistry
  • Published: Sunday, 24 October 2021
  • Updated: 24 October 2021, 11:48 AM IST

Sports

Latest News

ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ନାଗିରକ।  ରବିବାର ଦିନ ଶୋପିଆନ ଜୈନାପୋରା ଅଞ୍ଚଳର ବାବାପୋରା ଠାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜଣେ ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ମଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଜମ୍ମୁ-କଶ୍ମୀର ପୁଲିସ ଏବଂ ସେନା ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କରିବା ପରେ ଉପତ୍ୟକାରେ ଅତି କମରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ନିହତମାନଙ୍କ ମଧ୍ୟରେ ୫ ଜଣ ବିହାରର ଶ୍ରମିକ ହୋଇଥିବାବେଳେ ଦୁଇ ଜଣ ଶିକ୍ଷକ ସମେତ କଶ୍ମୀରର ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନିଆ ଜାମ୍ମୁ କଶ୍ମୀର ଗସ୍ତରେ ଥିବା ବେଳେ ଏହି ଆକ୍ରମଣ ହୋଇଛି। ଶନିବାର ଦିନ ଅମିତ ଶାହା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ମୁକାବିଲା ପାଇଁ ନିଆଯାଇଥିବା ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ଗତକାଲି ସେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜାମ୍ମୁ କାଶ୍ମୀରର ପୁଲିସ୍ ପରଭେଜ୍ ଦାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story