ଏଥର ଭିନ୍ନ ଅନ୍ଦାଜରେ ପରେଡ୍‌ କରିବେ ଭାରତୀୟ ଯବାନ

ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଏକ ଭିନ୍ନ ଅନ୍ଦାଜରେ ଭାରତୀୟ ସେନା ମାର୍ଚ୍ଚିଂ କରିବ। ସେନାର ବିଭିନ୍ନ ସମୟରେ ୟୁନିଫର୍ମକୁ ନେଇ ସ୍ମୁତି ଝଲସିବ। ୧୯୫୦ରୁ  ଆଜି ପର୍ଯ୍ୟନ୍ତ ଗଣତନ୍ତ୍ର ପରେଡରେ ସେନା ପିନ୍ଧିଥିବା ବିଭିନ୍ନ ୟୁନିଫର୍ମକୁ ଏଥର ଦେଖିବାକୁ ମିଳିବ। ମୁଖ୍ୟତଃ ୧୯୫୦, ୧୯୬୦, ୧୯୭୦ଦଶକରେ ପିନ୍ଧାଯାଇଥିବା ୟୁନିଫର୍ମ, ବର୍ତ୍ତମାନ ସେନା ପିନ୍ଧୁଥିବା ୟୁନିଫର୍ମ ଏବଂ ଚଳିତ ବର୍ଷ ଆର୍ମି ଡେ ପରେଡରେ ଉନ୍ମୋଚିତ ହୋଇଥିବା ନୂତନ ଯୁଦ୍ଧ ୟୁନିଫର୍ମ ଏଥିରେ ଅନ୍ତର୍ଭୁକ୍ତ। ଏହି ସମୟ […]

jawan

jawan

Tapas Behera
  • Published: Sunday, 23 January 2022
  • Updated: 23 January 2022, 07:58 PM IST

ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଏକ ଭିନ୍ନ ଅନ୍ଦାଜରେ ଭାରତୀୟ ସେନା ମାର୍ଚ୍ଚିଂ କରିବ। ସେନାର ବିଭିନ୍ନ ସମୟରେ ୟୁନିଫର୍ମକୁ ନେଇ ସ୍ମୁତି ଝଲସିବ। ୧୯୫୦ରୁ  ଆଜି ପର୍ଯ୍ୟନ୍ତ ଗଣତନ୍ତ୍ର ପରେଡରେ ସେନା ପିନ୍ଧିଥିବା ବିଭିନ୍ନ ୟୁନିଫର୍ମକୁ ଏଥର ଦେଖିବାକୁ ମିଳିବ। ମୁଖ୍ୟତଃ ୧୯୫୦, ୧୯୬୦, ୧୯୭୦ଦଶକରେ ପିନ୍ଧାଯାଇଥିବା ୟୁନିଫର୍ମ, ବର୍ତ୍ତମାନ ସେନା ପିନ୍ଧୁଥିବା ୟୁନିଫର୍ମ ଏବଂ ଚଳିତ ବର୍ଷ ଆର୍ମି ଡେ ପରେଡରେ ଉନ୍ମୋଚିତ ହୋଇଥିବା

ନୂତନ ଯୁଦ୍ଧ ୟୁନିଫର୍ମ ଏଥିରେ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ  ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଭିନ୍ନ ୟୁନିଫର୍ମ ପିନ୍ଧି ସେନାର ୬ଟି  ମାର୍ଚ୍ଚ କଣ୍ଟିଜେଣ୍ଟ୍ ରହିବ । ୧୯୫୦ ପରଠାରୁ  ୩୦୩ ରାଇଫଲ ସହ  ରାଜପୁତ ରେଜିମେଣ୍ଟ ୟୁନିଫର୍ମକୁ ଏଥର ପରେଡରେ ଯବାନଙ୍କ ଦେହରେ ଦେଖିବାକୁ ମିଳିବ। ଏହା ପରେ ୧୯୬୦ ଠାରୁ ୩୦୩ ରାଇଫଲ ସହ ଆସାମ ରେଜିମେଣ୍ଟକୁ ନେଇ ସାମ୍ନାକୁ ଆସିବେ ଯବାନ।

ସେହିପରି ୧୯୭୦ ପରଠାରୁ ଜମ୍ମୁ କଶ୍ମୀର ଇନ୍ଫାନ୍ଟ୍ରିର ୟନିଫର୍ମ ପିନ୍ଧି ୭.୬୨ ମିଲିମିଟର ରାଇଫଲ ସହିତ ପରେଡ କରିବେ ଯବାନ। ଏହା ସହ ଆର୍ମି ଡେ ପରେଡ୍ ୨୦୨୨ରେ ଉନ୍ମୋଚିତ ହୋଇଥିବା ନୂତନ ଯୁଦ୍ଧ ୟୁନିଫର୍ମ ପାରାଚ୍ୟୁଟ୍ ରେଜିମେଣ୍ଟ ଯବାନମାନେ ପିନ୍ଧିବା ସହ ଟାଭୋର ରାଇଫଲ ସହ ପରେଡ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story