ବିଧାନସଭା ନିର୍ବାଚନ, ୩ ରାଜ୍ୟରେ ଚାଲିଛି ଭୋଟିଂ

ନୂଆଦିଲ୍ଲୀ: ଚାଲିଛି ବିଧାନସଭା ନିର୍ବାଚନ। ପାଞ୍ଚ ରାଜ୍ୟ ଭିତରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି। ୟୁପିର ୯ଟି ଜିଲ୍ଲାରେ ୫୫ଟି ବିଧାନସଭା ଆସନରେ ଭୋଟିଂ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏ ଚାଲିବ। ଶାହରନପୁର, ବିଜନୋର୍, ମୋରାଦାବାଦ୍, ସମ୍ବଲ, ରାମପୁର, ଆମରୋହା, ବଦାଉଁ, ବରେଲି ଓ ଶାହଜାନପୁର ଜିଲ୍ଲାରେ ଭୋଟ୍ ଗ୍ରହଣ ହେଉଛି। ମତଦାନ […]

assembly vote

assembly vote

Madhupriya Mistry
  • Published: Monday, 14 February 2022
  • Updated: 14 February 2022, 11:49 AM IST

Sports

Latest News

ନୂଆଦିଲ୍ଲୀ: ଚାଲିଛି ବିଧାନସଭା ନିର୍ବାଚନ। ପାଞ୍ଚ ରାଜ୍ୟ ଭିତରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ଉତ୍ତର ପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି। ୟୁପିର ୯ଟି ଜିଲ୍ଲାରେ ୫୫ଟି ବିଧାନସଭା ଆସନରେ ଭୋଟିଂ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ଯାଏ ଚାଲିବ। ଶାହରନପୁର, ବିଜନୋର୍, ମୋରାଦାବାଦ୍, ସମ୍ବଲ, ରାମପୁର, ଆମରୋହା, ବଦାଉଁ, ବରେଲି ଓ ଶାହଜାନପୁର ଜିଲ୍ଲାରେ ଭୋଟ୍ ଗ୍ରହଣ ହେଉଛି।

ମତଦାନ ହେଉଥିବା ଆସନଗୁଡ଼ିକ ମଧ୍ୟରୁ ଅଧିକାଂଶ ମୁସଲିମ୍ ବହୁଳ। ବିଶେଷ କରି ବରେଲି ଓ ଦେଓବନ୍ଦ ସିଟ୍ ରହିଛି। ୨୦୧୭ରେ ଏହି ୫୫ଟି ଆସନରୁ ବିଜେପି ୩୮ଟିରେ ବିଜୟୀ ହୋଇଥିଲା। ସେହିପରି ସମାଜବାଦୀ ପାର୍ଟି ୧୫ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏଥର ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପାଇଁ ଆଜିର ଆସନଗୁଡ଼ିକ ଲିଟମସ୍ ଟେଷ୍ଟ ହେବ ବୋଲି କୁହାଯାଉଛି। ଆଜି ନିର୍ବାଚନ ହେଉଥିବା ଆସନରେ ସମାଜବାଦୀ ପାର୍ଟିର ଜେଲରେ ଥିବା ନେତା ଆଜମ୍ ଖାଁ, ବିଜେପି ଛାଡ଼ି ସମାଜବାଦୀ ପାର୍ଟିକୁ ଯାଇଥିବା ଧରମ ସିଂହ ସାଇନି ଓ ଯୋଗୀଙ୍କ କ୍ୟାବିନେଟ୍ର ମନ୍ତ୍ରୀ ସୁରେଶ ଖାନ୍ନାଙ୍କ ସମେତ ୫୫୦ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ଆଜି ସମସ୍ତ ୭୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଜାରି ରହିବ। ମତଦାନ ପାଇଁ ବୁଥ୍ ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଉତ୍ତରାଖଣ୍ଡରେ ୧୦୦ଟି ବୁଥ୍ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ବିଜେପି ଶାସନ ବିରୋଧରେ ସରକାର ବିରୋଧି ହାଓ୍ୱା ରହିଛି। ତେବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢୁଥିବାରୁ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ସେପଟେ କଂଗ୍ରେସର ନେତୃତ୍ୱ ନେଉଛନ୍ତି ଭେଟେରାନ ହରୀଶ ରାଓ୍ୱାତ।

ସେହିପରି ଗୋଆରେ ଆଜି ସମସ୍ତ ୪୦ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ହେଉଛି। ସକାଳ ୭ଟାରୁ ବୁଥ୍‌ ଗୁଡ଼ିକରେ ମତଦାନ ଆରମ୍ଭ ହେଇଛି। ଗୋଆ ରାଜ୍ୟପାଳ ପିଏସ୍. ଶ୍ରୀଧରନ ପିଲାଇ ପତ୍ନୀ ରୀତା ଶ୍ରୀଧରନଙ୍କ ସହ ଟେଲେଇଗୋ ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୫ରେ ମତଦାନ କରିଛନ୍ତି। ସକାଳୁ ସକାଳୁ ରାଜ୍ୟପାଳ ଓ ତାଙ୍କ ଧର୍ମ ପତ୍ନୀ ବୁଥ୍‌ରେ ପହଞ୍ଚି ଭୋଟ୍ ଦେଇଥିଲେ। ସେହିପରି ହିମାଚଳ ପ୍ରଦେଶର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ଏବଂ ତାଙ୍କ ପତ୍ନୀ ଗୋଆ ଭାସ୍କୋଡାଗାମା ଆସନର ୭ ନମ୍ବର ବୁଥ୍‌ରେ ଭୋଟ ଦେଇଛନ୍ତି। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ଟି ବୁଥ୍ କରାଯାଇଛି। ଗୋଆରେ ବିଜେପି, କଂଗ୍ରେସ, ଟିଏମ୍ସି ଓ ଆପ୍ ମଧ୍ୟରେ ତ୍ରିମୁଖି ପ୍ରତିଦ୍ୱନ୍ଦିତା ଚାଲିଛି। ଗୋଆର ୪୦ଟି ଆସନରେ ୩୦୧ ପ୍ରାର୍ଥୀ ଲଢୁଛନ୍ତି।

https://twitter.com/ANINewsUP/status/1493085766733422596?s=20&t=hLr04su6N2aQuCjKKr4IBw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story