ଛିଡ଼ା ହୋଇଥିଲା ବସ୍, ପଛରୁ ପିଟି ଦେଲା ଟ୍ରକ; ଚାଲିଗଲା ୧୮ ଜୀବନ

ଲକ୍ଷ୍ନୌ: ଛିଡା ହୋଇଥିବା ଯାତ୍ରିବାହୀ ବସକୁ ଧକ୍କା ଦେଲା ଟ୍ରକ୍। ବିଳମ୍ୱିତ ରାତିରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ଏଯାବତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାରବାଙ୍କି ଠାରେ ଏକ ଦୁର୍ଘଟଣା ଘଟିଛି। ବାରବାଙ୍କି ସ୍ଥିତ ଅଯୋଧ୍ୟା ସୀମାରେ ଥିବା କଲ୍ୟାଣୀ ନଦୀ ବ୍ରିଜ୍ ଉପରେ ବସଟି ରାତି ପ୍ରାୟ ଗୋଟାଏ ବେଳେ ଛିଡ଼ା ହୋଇଥିଲା। ବ୍ରେକରେ ସମସ୍ୟା ଦେଖାଦେବାରୁ ରାସ୍ତା କଡରେ ଛିଡ଼ା ହୋଇଥିଲା। ଏହି ସମୟରେ ବସ ଡ୍ରାଇଭର ଏବଂ ଅନ୍ୟ […]

bus-accident-up

bus-accident-up

Subhransu Sekhar
  • Published: Wednesday, 28 July 2021
  • Updated: 28 July 2021, 08:05 AM IST

Sports

Latest News

ଲକ୍ଷ୍ନୌ: ଛିଡା ହୋଇଥିବା ଯାତ୍ରିବାହୀ ବସକୁ ଧକ୍କା ଦେଲା ଟ୍ରକ୍। ବିଳମ୍ୱିତ ରାତିରେ ଘଟିଥିବା ଏହି ସଡକ ଦୁର୍ଘଟଣାରେ ଏଯାବତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବାରବାଙ୍କି ଠାରେ ଏକ ଦୁର୍ଘଟଣା ଘଟିଛି।

ବାରବାଙ୍କି ସ୍ଥିତ ଅଯୋଧ୍ୟା ସୀମାରେ ଥିବା କଲ୍ୟାଣୀ ନଦୀ ବ୍ରିଜ୍ ଉପରେ ବସଟି ରାତି ପ୍ରାୟ ଗୋଟାଏ ବେଳେ ଛିଡ଼ା ହୋଇଥିଲା। ବ୍ରେକରେ ସମସ୍ୟା ଦେଖାଦେବାରୁ ରାସ୍ତା କଡରେ ଛିଡ଼ା ହୋଇଥିଲା। ଏହି ସମୟରେ ବସ ଡ୍ରାଇଭର ଏବଂ ଅନ୍ୟ ସଦସ୍ୟ ବସର ବ୍ରେକ ମରାମତି କରୁଥିଲେ। ତେବେ ଯାତ୍ରୀଙ୍କ ଭାଗ୍ୟରେ କିଛି ଅଲଗା ଲେଖା ଥିଲା। ବସରେ ଯାତ୍ରୀମାନେ ଶୋଇଥିବା ସମୟରେ ପଛପଟୁ ହଠାତ୍ ଭାରସାମ୍ୟ ହରାଇ ଟ୍ରକଟି ଆସି ବସଟିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ପଠାଯାଇଛି। ମଙ୍ଗଳବାର ରାତି ପ୍ରାୟ ୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ବସ୍ ହରିଆଣାରୁ ବିହାର ଯାଉଥିଲା। ବର୍ଷା କାରଣରୁ ଟ୍ରକ ଡ୍ରାଇଭର ଠିକ୍ ଭାବରେ ଦେଖିପାରିନଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

https://twitter.com/ANINewsUP/status/1420192772712124418?s=20

ଲକ୍ଷ୍ନୌ ଜୋନ୍ ଏଡିଜି ସତ୍ୟ ନାରାୟଣ ସାବତ କହିଛନ୍ତି ଯେ ବାରବାଙ୍କିରେ ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ବସ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ଆହତ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବସ୍ ତଳେ ଫସି ରହିଥିବା ମୃତଦେହକୁ ଉଦ୍ଧାର କରା ଯାଉଛି।

ସୂଚନାଯୋଗ୍ୟ, ଦୁର୍ଘଟଣା ପରେ ଜାତୀୟ ରାଜପଥ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅବରୋଧ କରଯାଇଥିଲା। ପ୍ରବଳ ବର୍ଷା ହେତୁ ପୋଲିସ ପ୍ରାୟ ଅଧ ଘଣ୍ଟା ପରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story