ଜୁଲାଇ ୧୫ ଯାଏ ବଢ଼ିଲା କଟକଣା, ଖୋଲିବ ସେଲୁନ ଓ ବିୟୁଟି ପାର୍ଲର

କୋଲକାତା: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କୋଭିଡ କଟକଣାକୁ ଜୁଲାଇ ୧୫ ଯାଏ ବୃଦ୍ଧି କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ସରକାର ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ଏହାପରେ ନୂଆ ଗାଇଡଲାଇନ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍ନାସିୟମ ଓ ବିୟୁଟି ପାର୍ଲର ୫୦ % […]

WB

WB

Hemant Lenka
  • Published: Monday, 28 June 2021
  • Updated: 29 June 2021, 11:56 AM IST

Sports

Latest News

କୋଲକାତା: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଲାଗିଥିବା କୋଭିଡ କଟକଣାକୁ ଜୁଲାଇ ୧୫ ଯାଏ ବୃଦ୍ଧି କରିଛନ୍ତି। ତେବେ ଅନେକ କ୍ଷେତ୍ରରେ ସରକାର ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରିଛନ୍ତି। ପୂର୍ବରୁ ଜାରି ହୋଇଥିବା କଟକଣା ଜୁଲାଇ ୧ ତାରିଖରେ ଶେଷ ହେବ। ଏହାପରେ ନୂଆ ଗାଇଡଲାଇନ କାର୍ଯ୍ୟକାରୀ କରାଯିବ।

ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ, ୧ ତାରିଖରୁ ରାଜ୍ୟରେ ଥିବା ସେଲୁନ, ଜିମ୍ନାସିୟମ ଓ ବିୟୁଟି ପାର୍ଲର ୫୦ % କ୍ଷମତା ସହ ଖୋଲିବ। ସମସ୍ତ ସରକାରୀ ଓ ଘରୋଇ ଅଫିସ ଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ ସକାଳ ୧୦ରୁ ଦିନ ୪ଟା ଯାଏ କାର୍ଯ୍ୟକ୍ଷମ ହୋଇପାରିବ।

ବ୍ୟାଙ୍କ ଓ ଅନ୍ୟ ଆର୍ଥିକ କାରବାର କରୁଥିବା ସଂସ୍ଥାଗୁଡ଼ିକ ସକାଳ ୧୦ଟାରୁ ଦିନ ୨ଟା ଯାଏ ସେବା ଯୋଗାଇ ପାରିବେ। ଘରୋଇ ଓ ସରକାରୀ ବସ ଗୁଡ଼ିକ କ୍ଷମତାର ୫୦% ଲୋକଙ୍କୁ ନେଇ ଚାଲି ପାରିବ। ତେବେ ବସ୍‌ର ଡ୍ରାଇଭର ଓ କଣ୍ଟକ୍ଟର କରୋନା ଟିକା ନେଇଥିବା ଜରୁରୀ।

ପରିବାର ଭେଣ୍ଡର ଗୁଡ଼ିକ ସକାଳ ୬ଟାରୁ ଦିନ ୧୨ ଯାଏ ଖୋଲିବ। ଅନ୍ୟ ମାର୍କେଟଗୁଡ଼ିକ ସକାଳ ୧୧ଟାରୁ ରାତି ୮ଟା ଯାଏ ଚାଲିପାରିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story