କାଲି ଶପଥ ନେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ୍ ଆସନ୍ତାକାଲି ଶପଥ ନେବେ। ସୋମବାର ଦ୍ୱିପହର ୨.୨୦ଟାରେ ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ନେବେ। ରବିବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହର ବାଜିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ପାଇଁ ଦାବିପତ୍ର ଦେଇଛନ୍ତି। ରାଜଭବନରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମନସୁଖ […]

bhupendra-patel3

bhupendra-patel3

Ranjit Kumar Jena
  • Published: Sunday, 12 September 2021
  • Updated: 12 September 2021, 09:44 PM IST

Sports

Latest News

ଅହମ୍ମଦାବାଦ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ୍ ଆସନ୍ତାକାଲି ଶପଥ ନେବେ। ସୋମବାର ଦ୍ୱିପହର ୨.୨୦ଟାରେ ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାର ଦୁଇ ଦିନ ପରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ଶପଥ ନେବେ। ରବିବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହର ବାଜିବା ପରେ ଭୂପେନ୍ଦ୍ର ପଟେଲ୍ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ପାଇଁ ଦାବିପତ୍ର ଦେଇଛନ୍ତି। ରାଜଭବନରେ ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ପ୍ରହ୍ଲାଦ ଯୋଶୀ, ନରେନ୍ଦ୍ର ତୋମାରଙ୍କ ସମେତ ବିଜେପିର କିଛି ବଡ଼ ନେତା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଭୂପେନ୍ଦ୍ର ପଟେଲ୍ କହିଛନ୍ତି, ‘ମୁଁ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଉଛି। ଏମାନେ ମୋ ଉପରେ ବିଶ୍ୱାସ ଦେଖାଇଛନ୍ତି। ଏଥିପାଇଁ ଆମେ ସମସ୍ତେ ମିଶିକି ଗୁଜରାଟର ବିକାଶ ପାଇଁ କାମ କରିବା। ଏହାସହ ସଂଗଠନକୁ ମଧ୍ୟ ଆଗକୁ ବଢ଼ାଇବା ଉପରେ ମଧ୍ୟ କାମ କରିବୁ।’ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି। ଏହା ପୂର୍ବରୁ ତାଙ୍କୁ ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ରବିବାର ବିଜେପି ବିଧାୟକ ଦଳର ବୈଠକ ହୋଇଥିଲା। ଏହି ବୈଠକରେ ଭୂପେନ୍ଦ୍ର ପଟେଲଙ୍କ ନାମ ଉପରେ ମୋହର ଲଗାଯାଇଥିଲା। ତାଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ନୀତୀନ ପଟେଲ ଓ ମାଣ୍ଡଭୀୟଙ୍କ ଭଳି ବଡ଼ ନାଁ ମଧ୍ୟ ଥିଲା, କିନ୍ତୁ ବିଜେପି ଏଥର ଜଣେ ନୂଆ ମୁହଁ ଉପରେ ବାଜି ଲଗାଇଛି ଏବଂ ପାଟିଦାର ସମ୍ପ୍ରଦାୟର ଭୂପେନ୍ଦ୍ର ପଟେଲଙ୍କୁ ଏହି ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏଥିସହ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୩ ତାରିଖରୁ ଗୁଜରାଟରେ ଭୂପେନ୍ଦ୍ର ଅଧ୍ୟାୟର ଶୁଭାରମ୍ଭ ହେବ। ରୁପାଣୀଙ୍କ ଇସ୍ତଫା ପରେ ବିଜେପିକୁ ଜଣେ ତୃଣମୂଳ ସ୍ତରର ନେତାଙ୍କର ଆବଶ୍ୟକ ଥିଲା। ଆଉ ବିଜେପିର ସେହି ସନ୍ଧାନ ଭୂପେନ୍ଦ୍ର ପଟେଲଙ୍କ ପାଖରେ ଶେଷ ହୋଇଛି। ଆସନ୍ତାବର୍ଷ ଗୁଜରାଟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ରଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story